ମଣିପୁର ଘଟଣାର ହେବ ସିବିଆଇ ତଦନ୍ତ !

ଆଜି କେନ୍ଦ୍ରକୁ ଅବଗତ କରାଇପାରନ୍ତି ସୁପ୍ରିମକୋର୍ଟ ମଣିପୁରରେ ୨ ଜଣ ମହିଳାଙ୍କୁ ବିଚ୍‌ ରାସ୍ତାରେ ଉଲଗ୍ନ କରି ଚଳାଇବା ଓ ଅସଦାଚରଣ କରିବା ଭଳି ଜଘନ୍ୟକାଣ୍ଡର ତଦନ୍ତ ସିବିଆଇ କରିବ। ଏନେଇ କେନ୍ଦ୍ର ସରକାର […]

ସିକ୍କିମରେ ବଢ଼ିଲା ମାତୃତ୍ବ ଛୁଟି ଅବଧି

ମହିଳାଙ୍କୁ ବର୍ଷେ ଓ ପୁରୁଷଙ୍କୁ ମାସେ ମିଳିବ ଛୁଟି ସିକ୍କିମବାସୀଙ୍କ ପାଇଁ ଖୁସି ଖବର । ସରକାର ମାତୃତ୍ୱ ଛୁଟିକୁ ନେଇ ବଡ ଘୋଷଣା କରିଛନ୍ତି । ଏବେ ରାଜ୍ୟରେ ମାତୃତ୍ୱ ଲାଭ କରିବାକୁ […]

ସଂସଦରେ ମଣିପୁର ତାତି, ଟାର୍ଗେଟରେ ସରକାର !

ସଂସଦରେ ମଣିପୁର ଝଡ । ମଣିପୁର ପ୍ରସଙ୍ଗକୁ ମୁଦ୍ଦା କରି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଏମିତିକି ୫ଦିନ ଧରି ଗୃହ ଅଚଳ ଥିବାବେଳେ ଆଜି ଷଷ୍ଠ ଦିନରେ ମଧ୍ୟ ସ୍ଵର ଶାଣିତ କରିଛନ୍ତି […]

କେନ୍ଦ୍ର ବିରୋଧରେ ଅନାସ୍ଥା ଆଣିଲେ ବିରୋଧୀ

ବିଆରଏସ୍ ର ପୃଥକ ଅନାସ୍ଥା ନୋଟିସ ସଂସଦରେ ଥମୁନି ମଣିପୁର ହିଂସା ଝଡ଼ । ପଂଚମ ଦିନରେ ମଧ୍ୟ ହଟ୍ଟଗୋଳ ଭିତରେ ଗୃହକାର୍ଯ୍ୟ ଅଚଳ ହୋଇପଡିଛି । ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ […]

ସାଂସଦଙ୍କୁ ଆକ୍ରମଣ କଲା କାଉ

ଝୁଠ୍ ବୋଲେ କଓ୍ବା କାଟେ: BJP ମୌସୁମୀ ଅଧିବେଶନରେ ଭାଗ ନେବାକୁ ଯାଉଥିବା ବେଳେ କାଉ ଆକ୍ରମଣର ଶିକାର ହେଲେ ସାଂସଦ । ସଂସଦ ଭବନକୁ ଆସୁଥିବାବେଳେ ରାଜ୍ୟ ସଭା ଏମ୍‌ପି ରାଘବ ଚଢା […]

କ୍ଷୀରରେ ପାଣି ମିଶାଇବା ବେଳେ ଧରାପଡିଲେ ବ୍ୟବସାୟୀ

ଜିଲ୍ଲାପାଳ ଧରିଲେ ବ୍ୟବସାୟୀଙ୍କ ଚୋରି କ୍ଷୀରବାଲା ମିଶାଉଥିଲେ କ୍ଷୀରରେ ପାଣି । କିନ୍ତୁ ଦେଖିଦେଲେ ଜିଲ୍ଲାପାଳ । ଆଉ ତାପରେ ଭାଇରାଲ ହେଲା ଫଟୋ । ମଧ୍ୟପ୍ରଦେଶର ଜଣେ ଜିଲ୍ଲାପାଳ ଏହାର ଏକ ଫଟୋ […]

ଯୁବରାଜ ସିଂଙ୍କ ମାଆଙ୍କୁ ଧମକ

ଧମକ ଦେଉଥିଲେ କେୟାର ଟେକର, ଧରାପଡି ବନ୍ଧା ହେଲେ ଭାରତୀୟ ଟିମ୍‌ର ପୂର୍ବତନ ଷ୍ଟାର କ୍ରିକେଟର ଯୁବରାଜ ସିଂଙ୍କ ପରିବାରକୁ ନେଇ ଚର୍ଚ୍ଚା। ଯୁବରାଜ ସିଂଙ୍କ ମା’ ଶବନମ ସିଂଙ୍କୁ ଧମକ ଦେଇ ୪୦ […]

ଦେଶ ପାଳୁଛି କାରଗିଲ୍ ବିଜୟ ଦିବସ

ଯୁଦ୍ଧ ଭୂମିରେ ଉଡ଼ିଥିଲା ପାକିସ୍ତାନର ହୋସ୍ ସାରା ଦେଶ ପାଳୁଛି କାରଗିଲ୍ ବିଜୟ ଦିବସ । ୧୯୯୯ ମସିହା ଆଜିର ଦିନରେ ପାକିସ୍ତାନୀ ସେନା ଉପରେ ବିଜୟଲାଭ କରି କାର୍ଗିଲରେ ତ୍ରିରଙ୍ଗା ଉଡ଼ାଇଥିଲା ଭାରତୀୟ […]

କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

କାହିଁକି ଗ୍ରହଣ କରାଯାଉନି କଡା ଆଭିମୁଖ୍ୟ ଏକ ମାମଲାର ଶୁଣାଣି କରି କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ସୁପ୍ରିମକୋର୍ଟ । ବିଜେପି ଶାସିତ ରାଜ୍ୟଗୁଡ଼ିକ ବିରୋଧରେ କେନ୍ଦ୍ର ସରକାର କାହିଁକି କଡ଼ା ଆଭିମୁଖ୍ୟ […]

କେନ୍ଦ୍ର ଅଧ୍ୟାଦେଶକୁ ଆପ୍ ର ବିରୋଧ

ଦିଲ୍ଲୀରେ କେନ୍ଦ୍ର ଅଧ୍ୟାଦେଶକୁ କ୍ୟାବିନେଟ୍ ମଞ୍ଜୁରୀ ଦିଲ୍ଲୀରେ ଅଧିକାରୀମାନଙ୍କର ଟ୍ରାନ୍ସଫର ଓ ନିଯୁକ୍ତି ଉପରେ କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ମିଳିଛି କ୍ୟାବିନେଟ୍ ମଞ୍ଜୁରୀ । ସରକାର ଏବେ ଏହି ଅଧ୍ୟାଦେଶକୁ ସଂସଦର ମୌସୁମୀ […]

ହିଣ୍ଡନ ବନ୍ୟା ପାଣିରେ ଭାସିଲା ୩ ଶହରୁ ଅଧିକ କାର୍

ନୋଇଡାରେ ବନ୍ୟା ନେଲାଣି ୪ ଜୀବନ ଯମୁନା ପରେ କଲବଲ କରୁଛି ହିଣ୍ଡନ ନଦୀର ଜଳ । ଦିଲ୍ଲୀରେ ପ୍ରବଳ ବର୍ଷା ଯୋଗୁଁ ହିଣ୍ଡନ୍ ନଦୀରେ ଏବେ ଏକ ବଡ଼ ଧରଣର ବନ୍ୟା ଆସିଛି […]