ବିଷାକ୍ତ କଫ ସିରପ୍ ଖାଇ ଶିଶୁ ମୃତ୍ୟୁ ମାମଲା

ଭାରତୀୟ ଔଷଧ କମ୍ପାନୀକୁ WHOର କ୍ଲିନଚିଟ୍ ବିଷାକ୍ତ କଫ୍ ସିରପ ନେଇ ପୂର୍ବରୁ ଡବ୍ଲୁଏଚ୍ଓ ଭାରତୀୟ ଔଷଧ କମ୍ପାନୀକୁ ଦେଇସାରିଛି ସତର୍କ ସୂଚନା । ଏହା ପରେ ଔଷଧ କମ୍ପାନି ମେଡେନ୍ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ […]

ହରଡ଼ଘଣାରେ ମେଘାଳୟ ମୁଖ୍ୟମନ୍ତ୍ରୀ

ସିଏମ୍ ଅଫିସରେ ଗଣ୍ଡଗୋଳ, ୫ ସୁରକ୍ଷାକର୍ମୀ ଆହତ ମେଘାଳୟ ମୁଖ୍ୟମନ୍ତ୍ରୀ କନରାଡ୍‌ ସାଙ୍ଗମାଙ୍କ କାର୍ଯ୍ୟାଳୟରେ ଉତ୍ତେଜନା ।  ଆଜି ଉତ୍ତ୍ୟକ୍ତ ଜନତା ପୁଣି ଗଣ୍ଡଗୋଳ କରିଛନ୍ତି । ବହୁସଂଖ୍ୟକ ଲୋକଙ୍କ ଦ୍ୱାରା ହୋଇଥିବା ଆକ୍ରମଣରେ […]

ପାକିସ୍ତାନୀ ଆକାଉଣ୍ଟରେ ଟଙ୍କା ଜମା କରିବାକୁ ଧମକ

୬ ଜଣ ବିଚାରପତିଙ୍କୁ ହତ୍ୟା ଧମକ କର୍ଣ୍ଣାଟକ ହାଇକୋର୍ଟର ୬ ଜଣ ବିଚାରପତିଙ୍କୁ ହତ୍ୟା ଧମକ। କର୍ଣ୍ଣାଟକ ହାଇକୋର୍ଟର ଜଣେ ପିଆରଓଙ୍କୁ ହ୍ୱାଟସଆପ୍‌ରେ କେହି ବିଚାରପତିମାନଙ୍କୁ ହତ୍ୟା କରାଯିବ ବୋଲି ଧମକ ଦେଇଛି। ଏନେଇ […]

କାଲି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି

ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି । ମହାମହିମ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ତିନିଦିନିଆ ଓଡ଼ିଶା ଗସ୍ତରେ ଆସୁଥିବା ବେଳେ ସରିଛି ସମସ୍ତ ପ୍ରସ୍ତୁତି । ଶ୍ରୀମତୀ ମୁର୍ମୁ ନୂଆ ଦିଲ୍ଲୀରୁ ବାୟୁସେନାର ସ୍ୱତନ୍ତ୍ର […]

ଯମୁନା ଜଳରେ ବୁଡିଯିବ ଦିଲ୍ଲୀ !

ଦିଲ୍ଲୀ ପାଇଁ ଦୁଃଖ ସାଜିଛି ଯମୁନା । ବିପଦ ସଂକେତ ଉପରେ ଏବେ ଯମୁନାର ଜଳସ୍ତର । ପୁଣିଥରେ ଦିଲ୍ଲୀର ଯମୁନା ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ଯମୁନାର […]

ଟମାଟୋ ଟ୍ରକ୍ ଚୋରି କରିଥିଲେ ଦମ୍ପତି

ଧନୀ ହେବା ନିଶାରେ ହାଇଜାକ୍ କରିଥିଲେ ଟମାଟୋ ଟ୍ରକ୍ କର୍ଣ୍ଣାଟକାର ବେଙ୍ଗାଲୁରୁରୁ ଟମାଟୋ ଟ୍ରକ ଲୁଟ୍ ଘଟଣାର ପର୍ଦ୍ଦାଫାସ । ଗୋଟିଏ ଦମ୍ପତି ଶୀଘ୍ର ଧନୀ ହେବା ନିଶାରେ ଟମାଟୋ ବୋଝେଇ ଟ୍ରକ୍‌କୁ ଚୋରି […]

ମିଜୋରାମ ଛାଡ଼ୁଛନ୍ତି ଶହଶହ ମୈତେୟୀ ପରିବାର

ମଣିପୁର ପରେ ମିଜୋରାମରେ ଭୟ ମଣିପୁରରେ ହିଂସା ଓ ଅମାନୁଷିକ ଘଟଣା ବଢିବା ପରେ ଏବେ ଚିନ୍ତାରେ ପଡୋଶୀ ରାଜ୍ୟ । ମିଜୋରାମରେ ପୂର୍ବ ବିଦ୍ରୋହୀଙ୍କ ସାର୍ବଜନିକ ଆହ୍ୱାନ ପରେ ଦକ୍ଷିଣ ଆସାମ ଓ […]

କେବେ ସୁଧୁରିବ ମଣିପୁର ସ୍ଥିତି

ପୁଣି ଦୁଇ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅମାନବିକତାର ଶୀର୍ଷରେ ମଣିପୁରର ପରିସ୍ଥିତି । ମଣିପୁରରେ ଆଉ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ […]

ସଫଳ ହେଲା ରେସ୍କ୍ୟୁ ଅପରେସନ

୯୦ ଫୁଟ ଗର୍ତ୍ତରୁ ସୁରକ୍ଷିତ ଉଦ୍ଧାର ହେଲା ଶିବମ ସଫଳ ହେଲା ଅପରେସନ ଶିବମ । ବୋରଓ୍ବେଲ ପାଇଁ ଖୋଳାଯାଇଥିବା ୯୦ ଫୁଟ ଗର୍ତ୍ତରୁ ଉଦ୍ଧାର ହେଲା ଶିଶୁ । ତିନିବର୍ଷର ଶିଶୁ ଶିବମ […]

ଶ୍ରମିକ ଓ ଗରିବଙ୍କ ପାଇଁ ଖୁସି ଖବର

ଖୁବଶୀଘ୍ର ଟ୍ରାକ୍ ରେ ଗଡିବ ‘ଜନତା ଏକ୍ସପ୍ରେସ୍’ ଗରିବ ଲୋକଙ୍କ ପାଇଁ ଖୁସି ଖବର । ଏଣିକି ଆହୁରି ସୁବିଧାଦାୟକ ହେବ ରେଳ ସେବା ।  ଭାରତୀୟ ରେଳବାଇ ପକ୍ଷରୁ ଗରିବ ଓ ଶ୍ରମିକ […]