ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ

ଦିଶୁନି ରନୱେ, ଫେରୁଛି ବିମାନ ଦିଲ୍ଲୀରେ ପୁଣି ବିଗିଡ଼ିଲା ଏକ୍ୟୁଆଇ। ଦିଶୁନି ରନୱେ ଫେରୁଛି ବିମାନ । କିଛି ଦିନର ବିରତି ପୁଣି ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣ ବଢିବାରେ ଲାଗିଛି । ରାଜଧାନୀର ବିଭିନ୍ନ […]

ରବିବାର ମିଜୋରାମରେ ହେବନି ଭୋଟ୍ ଗଣତି

ମିଜୋରାମବାସୀଙ୍କ କଥା ରଖି ଇସି ବଦଳାଇଲେ ରେଜଲ୍ଟ ଡେ ଲୋକଙ୍କ ଦାବି ଯୋଗୁଁ ବଦଳିଲା ମିଜୋରାମରେ ଭୋଟ ଗଣତି ତାରିଖ । ବଦଳିଲା ମିଜୋରାମ ବିଧାନସଭା ନିର୍ବାଚନର ଭୋଟଗଣତି  ତାରିଖ । ରବିବାର ପରିବର୍ତ୍ତେ […]

ଏକଜିଟ ପୋଲକୁ ନେଇ ବିଜେପି-କଂଗ୍ରେସ ମୁହାଁମୁହିଁ

୫ ରାଜ୍ୟର ଏକଜିଟ ପୋଲକୁ ନେଇ ବିଜେପିର ବଡ଼ ଦାବି । ବିଜେପି ସର୍ବୋତ୍ତମ ପ୍ରଦର୍ଶନ କରିବ ଏବଂ ସବୁ ରାଜ୍ୟରେ ବିଜେପି ଜିତିବ ବୋଲି ଦାବି କରିଛି ବିଜେପି । ଗୁରୁବାର ମଧ୍ୟପ୍ରଦେଶ, […]

ତାମିଲନାଡ଼ୁରେ ଲ୍ୟାଣ୍ଡଫଲ କରିବ ବାତ୍ୟା

ଆଜି ଅବପାତର ରୂପ ନେବ ଲଘୁଚାପ । ୩ ତାରିଖ ଏହା ବାତ୍ୟାରେ ରୂପାନ୍ତର ହୋଇପାରେ । ବାତ୍ୟାରେ ପରିଣତ ହେବା ପରେ ୪ ତାରିଖ ସକାଳେ ଉତ୍ତର ତାମିଲନାଡୁ ଏବଂ ଦକ୍ଷିଣ ଆନ୍ଧ୍ର […]

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦, ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟି-୨୦ । ରାଇପୁରରେ ଖେଳାଯିବ ମ୍ୟାଚ । ମ୍ୟାଚ ଜିତି ସିରିଜ ବିଜୟ ଲକ୍ଷ୍ୟରେ ଟିମ ଇଣ୍ଡିଆ । ସେପଟେ ଭାରତକୁ ହରାଇ ସିରିଜ ବରାବର ଲକ୍ଷ୍ୟରେ କଙ୍ଗାରୁ ଦଳ । […]

ଉଦ୍ଧାର ହେଲେ ଫସିଥିବା ସମସ୍ତ ଶ୍ରମିକ

ଶେଷ ଘଟିଲା ସବୁ ଅପେକ୍ଷାର ଅନ୍ତ ଶେଷରେ ଉଦ୍ଧାର ହେଲେ ଫସିଥିବା ସମସ୍ତ ଶ୍ରମିକ । ଅନେକ ଦିନରେ ବାହାରର ଦୁନିଆ ଦେଖି ସମସ୍ତେ ପାଇଲେ ଆଶ୍ବସ୍ତି । ଉଦ୍ଧାର ହୋଇଛନ୍ତି ସମସ୍ତ ୪୧ […]

ଚୀନରେ ପୁଣି ଭୂତାଣୁ ଭୟ

ଭରତରେ ସବୁ ହସ୍ପିଟାଲକୁ ଓ୍ବାର୍ଣ୍ଣିଂ ଉତ୍ତର ଚୀନ୍‌ରେ ଏଚ୍୯ଏନ୍୨ ମାମଲା ବୃଦ୍ଧି ପାଉଛି । ଫଳରେ ପୁଣି ଥରେ କୋଭିଡ ଭୟ ସମସ୍ତଙ୍କୁ ଘାରିଛି । ଚୀନରେ ଶିଶୁମାନଙ୍କଠାରେ ଶ୍ୱାସକ୍ରିୟାଜନିତ ରୋଗ ବ୍ୟାପିବା ଆରମ୍ଭ […]

ଭୋଟିଂ ଡେ’ରେ ରାଜସ୍ଥାନରେ ହିଂସା

ମନ୍ତ୍ରୀଙ୍କ ଉପରକୁ ପଥରରେ ଆକ୍ରମଣ ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ହିଂସା। ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ । ଭୋଟିଂ ଚାଲିଥିବା ବେଳେ ଭିଲଓ୍ୱାଡା ଜିଲ୍ଲାର ମଣ୍ଡଳ ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ଥିବା […]

ୱାର୍ଲ୍ଡକପର ବଦଲା ନେବ ଭାରତ !

ଆଜିଠୁ ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି ସିରିଜ ଅଷ୍ଟ୍ରେଲିଆଠୁ ବଦଲା ନେବ ଭାରତ ! ଚଳିତ ୱାର୍ଲ୍ଡକପ ଫାଇନାଲର ରାଗ ସୁଝାଇବା ଲକ୍ଷ୍ୟରେ ଟିମ୍ ଇଣ୍ଡିଆ । ତେବେ ଆଜିଠୁ ଆରମ୍ଭ ହେବାକୁ ଯାଉଛି ଭାରତ-ଅଷ୍ଟ୍ରେଲିଆ ଟି-ଟ୍ବେଣ୍ଟି […]