ହିମାଚଳ ପ୍ରଦେଶ ରେ ପ୍ରବଳ ବର୍ଷା, ଭୂସ୍ଖଳନ

ହିମାଚଳ ବର୍ଷା ବିପତ୍ତି : ୧୦୬ ମୃତ,୧୦୦୦ କୋଟିର କ୍ଷତି ହିମାଚଳ ପ୍ରଦେଶର ସିମଲା, ବିଳାସପୁର ଏବଂ ସୋଲାନର ଅନେକ ସ୍ଥାନରେ ମଙ୍ଗଳବାର ପ୍ରବଳ ବର୍ଷା ହୋଇଛି। ପାଣିପାଗ ବିଭାଗ ୧୬ ଜୁଲାଇରେ ଚମ୍ବା, […]

ୟେମେନରୁ ଆସିଲା ବଡ଼ ଖବର

ସ୍ଥଗିତ ରହିଲା କେରଳୀ ନର୍ସଙ୍କ ଫାଶୀଦଣ୍ଡ ମୃତ୍ୟୁର ଅତି ପାଖକୁ ଯାଇ ଫେରିଲେ କେରଳର ନର୍ସ ନିମିଶା ପ୍ରିୟା। ଆସନ୍ତାକାଲି ତାଙ୍କୁ ଫାଶୀ ଦିଆଯିବାର ଥିଲା। ହେଲେ ବର୍ତ୍ତମାନ ଫାଶୀଦଣ୍ଡକୁ ପାଇଁ ସ୍ଥଗିତ ରଖାଯାଇଛି। […]

‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ଯୋଗ ଦେବେ ରାହୁଲ ଗାନ୍ଧୀ

ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ ଆଜି ଓଡ଼ିଶା ଆସୁଛନ୍ତି ରାହୁଲ ଗାନ୍ଧୀ। କଂଗ୍ରେସ ପକ୍ଷରୁ ବରମୁଣ୍ଡା ପଡ଼ିଆରେ ହେବାକୁ ଥିବା ‘ସମ୍ବିଧାନ ବଞ୍ଚାଅ ଦେଶ ବଞ୍ଚାଅ’ ମହାସମାବେଶରେ ସେ ଯୋଗ ଦେବେ। ରାଜ୍ୟରେ […]

ଆଉ ଏକ ବଡ଼ ବିମାନ ଦୁର୍ଘଟଣା

ରାଜସ୍ଥାନରେ ବାୟୁସେନାର ଯୁଦ୍ଧବିମାନ କ୍ରାସ୍, ପାଇଲଟ ମୃତ ରାଜସ୍ଥାନ ଚୁର ଜିଲ୍ଲାର ରତନଗଡ ନିକଟରେ ଭାରତୀୟ ବାୟୁସେନାର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ । ଭାନୁଦା ଗାଁ ନିକଟରେ ଫାଇଟର ବିମାନ କ୍ରାସରେ ପାଇଲଟଙ୍କ ମୃତଦେହ […]

ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି

ବିଜୟ ହେବେ ଟିଭିକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ତାମିଲନାଡୁ ରାଜନୀତିରେ ଆଉଜଣେ ବଡ଼ କଳାକାର ଏଣ୍ଟ୍ରି ମାରିଛନ୍ତି । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ତାମିଲ ସୁପରଷ୍ଟାର ବିଜୟ । ଏକାକୀ ଲଢ଼ିବ ବିଜୟଙ୍କ ଦଳ TVK […]

୨ ସପ୍ତାହରେ ଗଲାଣି ୪୩ ଜୀବନ

ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ବିତ୍ପାତ ଜାରି ରହିଛି । ଗତ ଦୁଇ ସପ୍ତାହ ମଧ୍ୟରେ ହିମାଚଳ ପ୍ରଦେଶରେ ବର୍ଷା ଯୋଗୁଁ ୪୩ ଜଣଙ୍କର ମୃତ୍ୟୁ ହୋଇଛି […]

ସୁପ୍ରିମକୋର୍ଟ ଏସସି/ଏସଟି ସଂରକ୍ଷଣ ପାଇଁ ରୋଷ୍ଟର ସିଷ୍ଟମ ଲାଗୁ

ସୁପ୍ରିମକୋର୍ଟରେ ଲାଗୁ ହେଲା ସଂରକ୍ଷଣ ବ୍ୟବସ୍ଥା ଏକ ଐତିହାସିକ ପଦକ୍ଷେପ ନେଇ ସୁପ୍ରିମକୋର୍ଟ ଏସସି/ଏସଟି ସଂରକ୍ଷଣ ପାଇଁ ରୋଷ୍ଟର ସିଷ୍ଟମ ଲାଗୁ କରିଛନ୍ତି। ଏହା ପରେ କୋର୍ଟରେ ପଦବୀ ଅନୁସାରେ ସଂରକ୍ଷଣ ଉପଲବ୍ଧ ହେବ। […]

ଆଉ ନାହାନ୍ତି ‘କାଣ୍ଟା ଲଗା’ ଗର୍ଲ

ଅଭିନେତ୍ରୀ ଶେଫାଳି ଜରିୱାଲାଙ୍କ ଦେହାନ୍ତ, ପୋଲିସର ତଦନ୍ତ ଆଉ ନାହାନ୍ତି ‘କାଣ୍ଟା ଲଗା’ ଗର୍ଲ। ୪୨ ବର୍ଷରେ ଆଖି ବୁଜିଲେ ଅଭିନେତ୍ରୀ ଶେଫାଳି ଜରିୱାଲା। ଗତ କାଲି ବିଳମ୍ବିତ ରାତିରେ ସେ ଅସୁସ୍ଥ ହୋଇ […]

ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ହାଇକୋର୍ଟରୁ ଆଶ୍ଵସ୍ତି

ଆଶାରାମଙ୍କ ଅସ୍ଥାୟୀ ଜାମିନକୁ ୭ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି ଗୁଜରାଟ ହାଇକୋର୍ଟ ୨୦୧୩ ଦୁଷ୍କର୍ମ ମାମଲାରେ ଆଶାରାମଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି। ତାଙ୍କ ଅସ୍ଥାୟୀ ଜାମିନକୁ ୭ ଜୁଲାଇ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। […]

ଭାରତର ନିର୍ବାଚନ କମିସନ ୨୧ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ

ଗୋଟିଏ ପୋଲିଂ ବୁଥ୍‌ରେ ସର୍ବାଧିକ ୧୨୦୦ ଭୋଟର୍‌ ଦେଶରେ ନିର୍ବାଚନ ପ୍ରକ୍ରିୟାକୁ ମଜଭୁତ କରିବା ସହ ଭୋଟରଙ୍କୁ ଅଧିକ ସୁବିଧା ଦେବା ପାଇଁ ଭାରତର ନିର୍ବାଚନ କମିସନ ୨୧ଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଏହା […]

ଇସ୍ରାଏଲ ଏବଂ ଇରାନ ଯୁଦ୍ଧ: ଦେଖାଦେବ ତୈଳ ସଙ୍କଟ!

ଇସ୍ରାଏଲ ଏବଂ ଇରାନ ଯୁଦ୍ଧ: ଦେଖାଦେବ ତୈଳ ସଙ୍କଟ! ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧରେ ଆମେରିକାର ପ୍ରବେଶ ପରେ ବିଶ୍ୱର ବିଭିନ୍ନ ଦେଶରେ ତୈଳ ସଙ୍କଟ ଆହୁରି ଘନିଷ୍ଠ ହୋଇପାରେ । କାରଣ […]