ବୀରତା ପାଇଁ ଓଡ଼ିଆ ପୁଅ ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ

ବିମଳ ରଞ୍ଜନ ବେହେରାଙ୍କୁ ଶୌର୍ଯ୍ୟଚକ୍ର ସମ୍ମାନ ଓଡ଼ିଆ ପୁଅକୁ ବୀରତା ସମ୍ମାନ । ସାହସିକତା ପାଇଁ ଓଡ଼ିଆ ପୁଅ ତଥା ନୌସେନାରେ କାର୍ଯ୍ୟରତ ଲେଫ୍ଟେନାଣ୍ଟ ବିମଳ ରଞ୍ଜନ ବେହେରାଙ୍କୁ ପ୍ରଦାନ କରାଯାଇଛି ଶୌର୍ଯ୍ୟଚକ୍ର ସମ୍ମାନ […]

ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍

ଜୁଲାଇ ୨୩ରେ କେନ୍ଦ୍ରୀୟ ବଜେଟ୍ ଆସନ୍ତା ଜୁଲାଇ ୨୩ରେ ଆସିବ କେନ୍ଦ୍ରୀୟ ବଜେଟ୍ । ଏହିଦିନ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ମିଳିଥିବା ସୂଚନା ମୁତାବକ, ୧୮ […]

ବିଶ୍ବବିଜେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ

ବିଶ୍ବବିଜେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ ବିଶ୍ବବିଜେତାଙ୍କ ସହ ପ୍ରଧାନମନ୍ତ୍ରୀ ମୋଦୀ। ଭାରତୀୟ ଦଳର ଖେଳାଳିମାନେ ଗତକାଲି ଭାରତ ଫେରିବା ପରେ ପରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ସେମାନେ ସାକ୍ଷାତ କରିଥିଲୋ ସେତେବେଳର ଭିଡିଓ ଏବେ […]

ହାଥରସ ଦଳଚକଟା ମାମଲାରେ ବଡ଼ ଆକ୍ସନ

ହାଥରସ ଦଳଚକଟା, ୨୦ ସେବାଦାରଙ୍କୁ ଗିରଫ ଉତ୍ତରପ୍ରଦେଶର ହାଥରସରେ ହୋଇଥିବା ଦଳଚକଟା ମାମଲାରେ ବଡ଼ ଆକ୍ସନ ନେଇଛି ପୁଲିସ। ଏହି ମାମଲାରେ ପୁଲିସ ୨୦ ସେବାଦାରଙ୍କୁ ଗିରଫ କରିଛି। ସେମାନଙ୍କୁ ପଚରାଉଚରା ଜାରି ରହିଛି। […]

ପୁଣିଥରେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହେଲେ ହେମନ୍ତ ସୋରେନ

ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ହେମନ୍ତ ପୁଣିଥରେ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ହେମନ୍ତ ସୋରେନ। ଆଜି ସେ ରାଜ୍ୟର ୧୩ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଗୁରୁବାର ଅପରାହ୍ନରେ ରାଜ୍ୟପାଳ ସିପି ରାଧାକ୍ରିଷ୍ଣନନ […]

ହେମନ୍ତ ସୋରେନ ପୁଣିଥରେ ଧରିବେ ଝାଡଖଣ୍ଡର ମଙ୍ଗ

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଚମ୍ପଇ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଚମ୍ପଇ ସୋରେନ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି । ବୁଧବାର ସନ୍ଧ୍ୟାରେ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ନିଜ ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ଚମ୍ପଇ […]

ଆଜିଠୁ ଲାଗୁହେବ ଜିଓର ନୂଆ ପ୍ଲାନ୍

ଆଜିଠୁ ଜିଓର ନୂଆ ପ୍ଲାନ୍ ଆଜିଠୁ ଲାଗୁହେବ ଜିଓର ନୂଆ ପ୍ଲାନ୍ । ଉଭୟ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ପ୍ଲାନର ହେବ ଶୁଳ୍କ ବୃଦ୍ଧି । ଦେଶର ବୃହତ୍ତମ ଟେଲିକମ୍ କମ୍ପାନୀ ରିଲାଏନ୍ସ ଜିଓ […]

ଉତ୍ତରପ୍ରଦେଶ ହାଥରସ୍‌ ଅଘଟଣ, CBI ତଦନ୍ତ ଦାବି

ହାଥରସ ଦଳାଚକଟା, ମୃତ୍ୟୁସଂଖ୍ୟା ୧୨୧କୁ ବୃଦ୍ଧି ଉତ୍ତରପ୍ରଦେଶ ହାଥରସ୍‌ ଫୁଲୁରୀ ଗାଁରେ ସତ୍‌ସଙ୍ଗ ବେଳେ ବଡ଼ ଅଘଟଣ । ସତସଙ୍ଗରେ ଦଳାଚକଟା ହୋଇ ଚାଲିଯାଇଛି ୧୨୧ ଜୀବନ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା […]

ସୂର୍ଯ୍ୟ ମିଶନରେ ଆଉ ପାଦେ ଆଗକୁ ବଢିଲା ଇସ୍ରୋ

ପ୍ରଥମ ହାଲୋ ଅର୍ବିଟ୍ ପରିକ୍ରମା ପୂରା କଲା ଆଦିତ୍ୟ-L1। ସୂର୍ଯ୍ୟ ମିଶନରେ ଆଉ ପାଦେ ଆଗକୁ ବଢିଲା ଇସ୍ରୋ । ଆଉ ଏକ ମାଇଲ୍‌ଖୁଣ୍ଟ ଅତିକ୍ରମ କଲା ଭାରତ । ୧୭୮ ଦିନରେ ପ୍ରଥମ […]

ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ବିରୋଧୀଙ୍କୁ ଜବାବ ଦେଲେ ମୋଦି ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ । ରାଷ୍ଟ୍ରପତିଙ୍କୁ ଧନ୍ୟବାଦ ଅବସରରେ ପ୍ରଧାନମନ୍ତ୍ରୀ ନିଜର ଅଭିଭାଷଣ ରଖିଛନ୍ତି । ପ୍ରଥମ ଥର ସାଂସଦ ହୋଇ ଆସିଥିବା ସଦସ୍ୟଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ […]

ବଢ଼ିଲା ବିଜୟ ମାଲ୍ୟାଙ୍କ ଅଡ଼ୁଆ

ବିଜୟ ମାଲ୍ୟାଙ୍କ ନାଁରେ ଜାରି ହେଲା NBW ବଢ଼ିଲା ବିଜୟ ମାଲ୍ୟାଙ୍କ ଅଡ଼ୁଆ । ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ପଳାତକ ବ୍ୟବସାୟୀ ବିଜୟ ମାଲ୍ୟାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିଛନ୍ତି। […]