ଇତିହାସରେ ସବୁଠୁ ଦାମି ଖେଳାଳି ମିଚେଲ ଷ୍ଟାର୍କ

ମିଚେଲ ଷ୍ଟାର୍କଙ୍କୁ ୨୪ କୋଟି ୭୫ ଲକ୍ଷରେ କିଣିଲା କୋଲକାତା ନାଇଟ ରାଇଡର୍ସ ଆଇପିଏଲରେ ମିଚେଲ ଷ୍ଟାର୍କଙ୍କ ରେକର୍ଡ । ଇତିହାସରେ ସବୁଠୁ ଦାମି ଖେଳାଳି ମିଚେଲ ଷ୍ଟାର୍କ । ଆଇପିଏଲର ଚଳିତ ସିଜିନରେ […]

ମାହାଙ୍ଗା ଡବଲ ମର୍ଡର ମାମଲା, ପ୍ରତାପଙ୍କୁ ଆଶ୍ୱସ୍ତି

ପ୍ରତାପଙ୍କୁ ପୁଣି ସାମୟିକ ଆଶ୍ୱସ୍ତି ମାହାଙ୍ଗା ଡବଲ ମର୍ଡର ଘଟଣାରେ ବିଧାୟକ ପ୍ରତାପ ଜେନାଙ୍କୁ ଆଶ୍ୱସ୍ତି । ଜାନୁଆରୀ ୧୭ ଯାଏଁ ହାଇକୋର୍ଟ ବଢାଇଲେ ଅନ୍ତରୀଣ ସୁରକ୍ଷା । ଆଜି ପର୍ଯ୍ୟନ୍ତ ଅନ୍ତରୀଣ ସୁରକ୍ଷା […]

ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ଝାଡ଼ାବାନ୍ତି ଆତଙ୍କ, ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ଝାଡାବାନ୍ତି ଆତଙ୍କ । ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା । ଝାଡାବାନ୍ତି […]

ଆଇଏସଆଇ ଲିଙ୍କ ଖୋଲିବ କ୍ରାଇମବ୍ରାଂଚ

ଆଜିଠୁ ୫ ଦିନିଆ ରିମାଣ୍ଡରେ ବୁଖାରୀ ଆଜିଠୁ ୫ ଦିନଆ ରିମାଣ୍ଡରେ ସନ୍ଦିଗ୍ଧ କାଶ୍ମୀର ଆତଙ୍କବାଦୀ ସୟଦ ବୁଖାରୀ । ୫ ଦିନ ରିମାଣ୍ଡରେ ନେବା ପାଇଁ ଚଣ୍ଡିଖୋଲ ଜେଏମଏଫସି କୋର୍ଟ ଦେଇଛନ୍ତି ଅନୁମତି […]

ଆଜି ବସିବ ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଇଣ୍ଡିଆ ମେଣ୍ଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଇଣ୍ଡିଆ ମେଣ୍ଟର ବୈଠକ ଦିଲ୍ଲୀରେ ଅନୁଷ୍ଠିତ ହେବ। ଏଥିପାଇଁ ରବିବାର ଠାରୁ ୪ ଦିନିଆ ଦିଲ୍ଲୀ ଗସ୍ତରେ ଦିଦି ଆସିଛନ୍ତି । ଆଜି ଇଣ୍ଡିଆ ମେଣ୍ଟର ବୈଠକରେ […]

ଚୀନରେ ଭୟଙ୍କର ଭୂମିକମ୍ପ

ଭୂକମ୍ପରେ ୧୧୧ ଜଣଙ୍କ ମୃତ୍ୟୁ ଚୀନରେ ଶକ୍ତିଶାଳୀ ଭୂମିକମ୍ପ । ରିକ୍ଟର ସ୍କେଲରେ ତିବ୍ରତା ୬ .୨ । ଏବେ ସୁଦ୍ଧା ୧୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଥିବା ସୂଚନା […]

ତାମିଲନାଡୁରେ ବ୍ୟାପିଲାଣି କରୋନା

ସବୁ ରାଜ୍ୟ ସରକାରଙ୍କୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସତର୍କ ସୂଚନା ପୁଣି ମୁଣ୍ଡ ଟେକୁଛି କୋଭିଡ୍ । କେରଳରେ ପୁଣି ସଂକ୍ରମଣ ବଢ଼ିଥିବାରୁ ଏବଂ ଆଗକୁ ବଡ଼ଦିନ ଓ ନୂଆବର୍ଷ ଆସୁଥିବାରୁ, ସ୍ଥିତି ଉପରେ […]

୯୨ ସାଂସଦ ନିଲମ୍ବିତ

ଗୋଟିଏ ଦିନରେ ୭୮ ସାଂସଦ ସସପେଣ୍ଡ ସଂସଦରେ ଗୋଟିଏ ଦିନରେ ସସପେଣ୍ଡ ହୋଇଛନ୍ତି ୭୮ ସାଂସଦ । ଲୋକସଭାର ୩୩ ଓ ରାଜ୍ୟସଭାର ୪୫ ସାଂସଦଙ୍କୁ ନିଲମ୍ବନ କରାଯାଇଛି। ଗୃହରେ ହଟ୍ଟଗୋଳ, ହଙ୍ଗାମା ପାଇଁ […]

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ସମନ

କେଜ୍ରିୱାଲଙ୍କୁ ପୁଣି ED ସମନ କେଜ୍ରିୱାଲଙ୍କୁ ପୁଣି ଥରେ ଇଡି ସମନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍ ଆବାହକ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ପୁଣି ଥରେ ସମନ୍ କରିଛି […]

ଦାଉଦ ଇବ୍ରାହିମକୁ ବିଷ ଦେଇ ହତ୍ୟା ଉଦ୍ୟମ

କୁଖ୍ୟାତ ଡନ୍ ଦାଉଦ ଇବ୍ରାହିମକୁ ବିଷ ଦେଲା କିଏ? କୁଖ୍ୟାତ ଡନ୍ ଦାଉଦ ଇବ୍ରାହିମକୁ ବିଷ ଦେଲା କିଏ? ବିଷକ୍ରିୟା ଯୋଗୁଁ ମେଡିକାଲରେ ଚିକିତ୍ସିତ ହେଉଛି ଦାଉଦ । ପାକିସ୍ତାନର ବିଭିନ୍ନ ଜାଗାରେ ଇଣ୍ଟରନେଟ […]

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି

ଝାଡ଼ାବାନ୍ତିରେ ଗଲାଣି ୬ ଜୀବନ ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି। ଏବେ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ […]