ଆଜି ଆନ୍ତର୍ଜାତୀୟ ମହିଳା ଦିବସ

ଆଜି ଆନ୍ତର୍ଜାତୀୟ ମହିଳା ଦିବସ ଆଜି ବିଶ୍ଵ ମହିଳା ଦିବସ। ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖକୁ ଆନ୍ତର୍ଜାତୀୟ ମହିଳା ଦିବସ ଭାବେ ପାଳନ କରାଯାଏ। ନାରୀଙ୍କ ଭୂମିକା ବେଶ୍ ପ୍ରମୁଖ। ସେ ଅପରାଜିତା, ସେ […]

ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି

ଆଜି ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି ଆଜି ହିତାଧିକାରୀଙ୍କୁ ମିଳିବ ସୁଭଦ୍ରାର ଦ୍ବିତୀୟ କିସ୍ତି । ବ୍ରହ୍ମପୁର ଆମ୍ବପୁଆ ବିବେକ ବିହାର ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ସୁଭଦ୍ରା ଦ୍ୱିତୀୟ କିସ୍ତିର ଶୁଭାରମ୍ଭ କରିବେ […]

ହାଇସ୍କୁଲର ୧୦.୮ ଲକ୍ଷ ପିଲାଙ୍କୁ ମଧ୍ୟାହ୍ନଭୋଜନ

ହାଇସ୍କୁଲର ୧୦.୮ ଲକ୍ଷ ପିଲାଙ୍କୁ ମଧ୍ୟାହ୍ନଭୋଜନ ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ୪୧ଲକ୍ଷ ୭୪ ହଜାର ୯୧୫ ଛାତ୍ରଛାତ୍ରୀ ପ୍ରଧାନମନ୍ତ୍ରୀ (ପିଏମ୍‌) ପୋଷଣ ଯୋଜନାରେ ଉପକୃତ ହେଉଛନ୍ତି। ଛାତ୍ରଛାତ୍ରୀଙ୍କୁ […]

କେନ୍ଦୁଝରରେ ୪, ସୁନ୍ଦରଗଡ଼ରେ ୪ ଖଣି ହେବ ନିଲାମ

ନିଲାମ ହେବ ୮ ଖଣି ରାଜ୍ୟ ସରକାର ୮ଟି ଖଣିର ଇ-ନିଲାମ କରିବାକୁ ଯାଉଛନ୍ତି। ସେଥିରୁ ଚାରିଟି ଲୁହାପଥର ଖଣି ହୋଇଥିବା ବେଳେ ଗୋଟିଏ ଲୁହାପଥର ଓ ମାଙ୍ଗାନିଜ, ଗୋଟିଏ ମାଙ୍ଗାନିଜ ଓ ଦୁଇଟି […]

ଖୁବଶୀଘ୍ର ଭାରତ ଫେରିବ ତହୱୁର ରାଣା

ଆତଙ୍କବାଦୀ ତହୱୁର ରାଣାର ଆବେଦନକୁ ଖାରଜ କଲେ ଆମେରିକା ସୁପ୍ରିମକୋର୍ଟ ଆମେରିକା ସୁପ୍ରିମକୋର୍ଟରେ ତହୱୁର ରାଣାର ଆବେଦନ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହୱୁର ରାଣା ଭାରତ […]

ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଭକ୍ତ ଚରଣ ଦାସ 

‘ରାଜ୍ୟରେ ସୁଭଦ୍ରା ପୂଜା ପାଉଛନ୍ତି କିନ୍ତୁ ସୁଭଦ୍ରାଙ୍କୁ ସୁରକ୍ଷା ଦେବାରେ ବିଫଳ ସରକାର’ ଦିଲ୍ଲୀରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ  ଓ ପ୍ରଭାରୀ ଅଜୟ କୁମାର […]

ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ ପରିବର୍ତ୍ତନ ହେବ ନାହିଁ

ରାଜ୍ୟରେ ବୃଦ୍ଧି ପାଇବ ତାପମାତ୍ରା ଆଜିଠୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ଦିନର ସର୍ବୋଚ୍ଚ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ । ସେହିପରି […]

ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସ୍ତାବ ନାହିଁ: ସୂର୍ଯ୍ୟବଂଶୀ ସୂରଜ

‘ରେଭେନ୍ସା ନାଁ ପରିବର୍ତ୍ତନ ପ୍ରସ୍ତାବ ନାହିଁ’ ରେଭେନ୍ସା ନାଁ ପରିବର୍ତ୍ତନ ପାଇଁ ପ୍ରସ୍ତାବ ନାହିଁ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ବିଧାନସଭାରେ ଉତ୍ତର ରଖିଛନ୍ତି। ଏହି ପ୍ରସ୍ତାବ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର […]

ବନ୍ଧା ହେଲେ କୋଟିପତି ବାବୁ

ଏସଟିଏ ଯୁଗ୍ମ କମିଶନର ପ୍ରଦୀପ ମହାନ୍ତି ଗିରଫ ବନ୍ଧା ହେଲେ କୋଟିପତି ବାବୁ । ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷ-STA ଡେପୁଟି କମିଶନର ପ୍ରଦୀପ କୁମାର ମହାନ୍ତି ଗିରଫ । […]

କିଟ୍ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍‌

କିଟ୍ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ନୋଟିସ୍‌ କିଟ୍ ଘଟଣାରେ ଆଉ ୩ ଜଣ ବରିଷ୍ଠ ଅଧିକାରୀଙ୍କୁ ହାଜର ପାଇଁ ନୋଟିସ୍‌ । କିଟ୍‌ ବିଶ୍ୱବିଦ୍ୟାଳୟର ୩ ଜଣ ବରିଷ୍ଠ ଅଧିକାରୀ […]

ହୋଟେଲରେ ଗୋମାଂସ ମାମଲା, ସିଲ ହେଲା ଜୟା ଢ଼ାବା

ହୋଟେଲରୁ ବାହାରିଲା ଗୋମାଂସ, ଏସଆଇ ବଦଳି ଗୋ ମାଂସ ପରଷିବା ଅଭିଯୋଗରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ସତ୍ୟବାଦୀ କଲେଜ ଛକରେ ଥିବା ଜୟା ହୋଟେଲ୍‌କୁ ସିଲ୍‌ କରିଛି ଜିଲ୍ଲା ପ୍ରଶାସନ। ଏହାସହିତ ଘଟଣାର ତଦନ୍ତ […]