ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍‌ରେ ମହା ଲଢେଇ

ଆଜି ଭାରତ-ନ୍ୟୁଜିଲାଣ୍ଡ ଫାଇନାଲ୍ ଲଢ଼େଇ ଚାମ୍ପିଅନ୍ସ ଟ୍ରଫିର ମେଗା ଫାଇନାଲ୍‌ରେ ଆଜି ଭାରତ-ନ୍ୟୁଜିଲାଣ୍ଡ ମୁହାଁମୁହିଁ ହେବେ। ଦୁଇ ଦଳ ପରସ୍ପରକୁ କଡ଼ା ଟକ୍କର ଦେଇ ଟ୍ରଫି ଜିତିବାକୁ ଜୋରଦାର୍ ଲଢ଼େଇ କରିବେ। ଏହି ପ୍ରତୀକ୍ଷିତ […]

ଦିଲ୍ଲୀରେ ‘ମହିଳା ସମୃଦ୍ଧି ଯୋଜନା’କୁ କ୍ୟାବିନେଟ୍‌ ମଞ୍ଜୁରି

ଦିଲ୍ଲୀରେ ମହିଳାଙ୍କୁ ମାସକୁ ୨୫୦୦ ଟଙ୍କା ଦିଲ୍ଲୀରେ ‘ମହିଳା ସମୃଦ୍ଧି ଯୋଜନା’କୁ କ୍ୟାବିନେଟ୍‌ ମଞ୍ଜୁରି। ହିତାଧିକାରୀ ପାଇବେ ମାସକୁ ୨୫୦୦ ଟଙ୍କା। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଦିଲ୍ଲୀରେ ‘ମହିଳା ସମୃଦ୍ଧି ଯୋଜନା’  କାର୍ଯ୍ୟକାରୀ […]

କାଲିଠୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ

କାଲିଠୁ ସଂସଦ ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ କାଲିଠୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ। ଏପ୍ରିଲ ମାସ ୪ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଅଧିବେଶନରେ ୨୦ଟି ବୈଠକ […]

ଦଳରେ ରହି ବିଦ୍ରୋହୀ ନସାଜିବାକୁ ରାହୁଲଙ୍କ ଅପିଲ

ଗୁଜରାଟ ନେତାଙ୍କୁ ରାହୁଲଙ୍କ ତାଗିଦ୍ ପଦାରେ ପଡିଲା ଗୁଜରାଟ ପ୍ରଦେଶ କଂଗ୍ରେସର କନ୍ଦଳ। ଦଳରେ ରହି ବିଦ୍ରୋହୀ ନସାଜିବାକୁ ରାହୁଲଙ୍କ ଅପିଲ। ଦଳର କର୍ମକର୍ତ୍ତା ଓ ସାଧାରଣ କର୍ମୀଙ୍କ ସହ ଦୁଇ ଦିନ ବିତାଇବା […]

ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟଙ୍କ ମଧ୍ୟରେ ବାକ୍‌ଯୁଦ୍ଧ

ଅନ୍ତର୍ଜାତୀୟ ମହିଳା ଦିବସରେ ମୋହନ-ନବୀନ ମୁହାଁମୁହିଁ ଅନ୍ତର୍ଜାତୀୟ ମହିଳା ଦିବସରେ ମୁଖ୍ୟମନ୍ତ୍ରୀ ଏବଂ ପୂର୍ବତନ ମୁଖ୍ୟଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାର ଦ୍ୱିତୀୟ କିସ୍ତି ପ୍ରଦାନ କରିଥିବା ବେଳେ, ଭୁବନେଶ୍ୱରର […]

ରାଜା ଚକ୍ରଙ୍କୁ ନେଇ ମମତା ମହାନ୍ତଙ୍କ ସଙ୍ଗୀନ ଅଭିଯୋଗ

ବବି ଦାସ ଓ ପାଣ୍ଡିଆନଙ୍କ ପାଇଁ ପାୱାରଫୁଲ ରାଜା ଚକ୍ର ଗନ୍ଧମାର୍ଦ୍ଦନ ଲୋଡିଂ ଏଜେନ୍ସି କୋ ଅପରେଟିଭ ସୋସାଇଟି କେଳେଙ୍କାରୀ ମାମଲାରେ ବିଜେଡି ନେତା ରାଜା ଚକ୍ରଙ୍କୁ ଘାଣ୍ଟୁଛି EOW । ଏହାରି ମଧ୍ୟରେ […]

ହୀରାକୁଦ ଡ୍ୟାମରେ ହେବ ସ୍କିଲ ୱେର ନିର୍ମାଣ

ହୀରାକୁଦ ଡ୍ୟାମରେ ହେବ ସ୍କିଲ ୱେର ନିର୍ମାଣ ହୀରାକୁଦ ଡ୍ୟାମରେ ହେବ ସ୍କିଲ ୱେର ନିର୍ମାଣ। କ୍ଷେତ୍ର ପରିଦର୍ଶନ କଲେ କେନ୍ଦ୍ରୀୟ ଜଳ ଆୟୋଗ ଟିମ୍। ଡ୍ୟାମ ଫାଉଣ୍ଡେସନ ଗ୍ୟାଲେରୀ,ସ୍ଲୁଇସ ଗେଟ ଅପରେସନ ପାୱାର […]

ଜୟନାରାୟଣ ମିଶ୍ର ବିବାଦୀୟ ମନ୍ତବ୍ୟ

ଓଡ଼ିଶାରେ ମିଶି ବଡ଼ ଭୁଲ୍ କରିଦେଲୁ: ଜୟନାରାୟଣ ମିଶ୍ର ବିଜେପି ବିଧାୟକ ଜୟନାରାୟଣ ମିଶ୍ର ବିବାଦୀୟ ମନ୍ତବ୍ୟ ପୁଣି ରାଜ୍ୟ ରାଜନୀତିକୁ ସରଗରମ କରିଛି। ସମ୍ବଲପୁରରେ ସୁଭଦ୍ରା କାର୍ଯ୍ୟକ୍ରମରେ ଯୋଗଦେଇ ଜୟନାରାୟଣ ଉତ୍କଳ ଏବଂ […]

ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା

ଖରିଫ ଋତୁରେ ୧୫.୬୫ ଲକ୍ଷ ଚାଷୀଙ୍କଠାରୁ ୭୦ ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ବିଭାଗୀୟ ସମୀକ୍ଷା। ଅଦ୍ୟାବଧି କ୍ରୟ ହେଲାଣି ପ୍ରାୟ ୭୦ ଲକ୍ଷ ମେଟ୍ରିକ […]

ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରାର ଦ୍ୱିତୀୟ କିସ୍ତି

୧କୋଟି ୬୪ହଜାର ମହିଳାଙ୍କ ଆକାଉଣ୍ଟକୁ ଗଲା ସୁଭଦ୍ରା ଟଙ୍କା। ମହିଳା ଦିବସରେ ମହିଳାଙ୍କୁ ସରକାରଙ୍କ ବଡ଼ ଭେଟି। ଆକାଉଣ୍ଟକୁ ଗଲା ସୁଭଦ୍ରାର ଦ୍ୱିତୀୟ କିସ୍ତି। ୫ହଜାର ଟଙ୍କା ଲେଖାଏଁ ପଠାଇଲେ ମୁଖ୍ୟମନ୍ତ୍ରୀ। ବ୍ରହ୍ମପୁରରେ ସ୍ୱତନ୍ତ୍ର […]