ପାକିସ୍ତାନ ଓ ନେପାଳ ସୀମାନ୍ତ ୯ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଶାହଙ୍କ ବୈଠକ

ସତର୍କ ରୁହ ସୀମାବର୍ତ୍ତୀ ରାଜ୍ୟ: ଅମିତ୍ ଶାହ ଅପରେସନ୍ ସିନ୍ଦୂର ପରେ ସୀମାନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ-ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି ଅମିତ ଶାହ । ପାକିସ୍ତାନ ଓ ନେପାଳ ସୀମାନ୍ତ […]

ଭାରତର ଏୟାରଷ୍ଟ୍ରାଇକ୍ ପରେ ଛାରଖାର ହୋଇଛି ଆତଙ୍କୀ ଶିବିର

ଜାରି ହେଲା ଆକ୍ରମଣ ପୂର୍ବ ଓ ପରର ଦୃଶ୍ୟ ଭାରତର ଏୟାରଷ୍ଟ୍ରାଇକ୍ ପରେ ଛାରଖାର ହୋଇଛି ଆତଙ୍କୀ ଶିବିର । ପାକିସ୍ତାନ ମୁରିଦକେ ସ୍ଥିତ ଆତଙ୍କୀ ସଙ୍ଗଠନ ଲସ୍କର-ଏ-ଲୋଇବାର ଆଡ୍ଡା ମାଟିରେ ମିଶିଛି । […]

ରାଜ୍ୟରେ ଆହୁରି ବଢ଼ିବ ତାତି

ରାଜ୍ୟରେ ୪୫ ଡିଗ୍ରି ଛୁଇଁବ ପାରଦ ରାଜ୍ୟରେ ଆହୁରି ବଢ଼ିବ ତାତି। ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ଝାରସୁଗୁଡ଼ା, ସମ୍ବଲପୁର, ବଲାଙ୍ଗୀର, ଟିଟିଲାଗଡ଼, ସୁନ୍ଦରଗଡ଼ ପରି ସହର […]

ରାଜ୍ୟରେ ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ବସ୍ ସେବା

୮ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ରାଜ୍ୟ କ୍ୟାବିନେଟ୍‌ରେ ୫ଟି ବିଭାଗର ୮ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକ ପରେ ମୁଖ୍ୟ ଶାସନ […]

ପାକ୍‌ ସେନା ପୋଷ୍ଟ୍‌ ଧ୍ବଂସ

ପାକ୍‌ ଗୋଳାମାଡ଼ରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ ପାକ୍‌ ଗୋଳାମାଡ଼ରେ ୪ ଶିଶୁଙ୍କ ସମେତ ୧୫ ଭାରତୀୟଙ୍କ ମୃତ୍ୟୁ। ପିଓକେରେ ‘ଅପ‌ରେସନ୍‌ ସିନ୍ଦୂର’ ସଫଳ ହେବାର କିଛି ସମୟ ପରେ ପାକିସ୍ତାନ […]

୧୫ ମିନିଟ୍ ପାଇଁ ବ୍ଲାକ୍ ଆଉଟ୍ ହେବ ଦିଲ୍ଲୀ

ବ୍ଲାକ୍ ଆଉଟ୍ ହେବ ରାଜଧାନୀ ଦିଲ୍ଲୀ ଆଜି ଅନ୍ଧାର ହୋଇଯିବ ପୁରା ରାଜଧାନୀ। ଜଳିବନି ଲାଇଟ୍। ଆଜି ସମ୍ପୂର୍ଣ୍ଣ ଅନ୍ଧାର ହୋଇଯିବ ରାଜଧାନୀ ଦିଲ୍ଲୀ। ରାତି ୮ଟାରୁ ୮ ଟା ୧୫ ପର୍ଯ୍ୟନ୍ତ ରହିବ […]

ପଞ୍ଜାବ ପ୍ରଦେଶର ସମସ୍ତ ସ୍କୁଲ, କଲେଜ ଏବଂ ଶିକ୍ଷାନୁଷ୍ଠାନଗୁ ବନ୍ଦ

ଏୟାରଷ୍ଟ୍ରାଇକ୍‌ ପରେ ବଡ଼ ଘୋଷଣା, ସବୁ ସ୍କୁଲ ଛୁଟି ପାକିସ୍ତାନ ଉପରେ ବଡ଼ ବଦଲା ନେଇଛି ଭାରତୀୟ ସେନା। ପାକିସ୍ତାନ ଏବଂ ପାକିସ୍ତାନ ଅଧିକୃତ କଶ୍ମୀର (PoK)ରେ ଥିବା ଆତଙ୍କବାଦୀ ଆଡ୍ଡାଗୁଡିକ ଉପରେ ମିସାଇଲ […]

ଇଣ୍ଡିଗୋ ଏୟାରଲାଇନ୍ସ ୧୬୦ଟି ଘରୋଇ ବିମାନ ଉଡ଼ାଣ ବାତିଲ

ମେ ୧୦ ପର୍ଯ୍ୟନ୍ତ ୯ ବିମାନବନ୍ଦର ବନ୍ଦ କରିବାକୁ ନିର୍ଦ୍ଦେଶ ଆକ୍ରମଣ ପରେ ମେ ୧୦ ପର୍ଯ୍ୟନ୍ତ ୯ଟି ବିମାନବନ୍ଦରକୁ ବନ୍ଦ କରିବାକୁ କୁହାଯାଇଛି। ଏଥିରେ ଜମ୍ମୁ, ଯୋଧପୁର, ଅମୃତସର, ଚଣ୍ଡିଗଡ଼, ରାଜକୋଟ, ଭୁଜ, […]

ଓଡ଼ିଶାରେ ବାଜିଲା ଯୁଦ୍ଧ ସାଇରନ୍

ବାଜିଲା ଯୁଦ୍ଧ ସାଇରନ୍‌ ବାଜିଲା ଯୁଦ୍ଧ ସାଇରନ୍‌ । ଠିକ୍‌ ୪ ଟାରେ ବାଜିଲା ଯୁଦ୍ଧ ସାଇରନ୍‌ । ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ନିର୍ଦ୍ଦେଶ ଦେଲା ସାଇରନ୍‌ ।  ଭୁବନେଶ୍ବର, ସମ୍ବଲପୁର, ରାଉରକେଲା, କେନ୍ଦ୍ରାପଡା, […]

ରାତି ୧ଟା ୫ରୁ ଆରମ୍ଭ ହୋଇଥିଲା ଆକ୍ରମଣ

୨୫ ମିନିଟରେ ୯ ଟି ଆତଙ୍କୀ ଆଡ୍ଡା ଧ୍ବଂସ ପାକିସ୍ତାନ ବିରୋଧରେ ଭାରତର ବଡ଼ ଅପରେସନ। ୨୫ ମିନିଟ୍‌ରେ ଆତଙ୍କୀ ଆଡ୍ଡା ଧ୍ଵଂସ। ରାତି ୧ଟା ୫ରୁ ଆରମ୍ଭ ହୋଇଥିଲା ଆକ୍ରମଣ। ୧ଟା ୩୦ରେ […]

୪୮ ଘଣ୍ଟା ଯାଏଁ ଲାହୋର ଏୟାରପୋର୍ଟରୁ ସମସ୍ତ ବିମାନ ଉଡ଼ାଣ ବନ୍ଦ

ଲାହୋର ଏୟାରପୋର୍ଟରେ ଏମର୍ଜେନ୍ସୀ ଏହି ଆଟାକ୍ ପରେ ଲାହୋର ଏୟାରପୋର୍ଟରେ ଜାରି ହୋଇଛି ଏମର୍ଜେନ୍ସୀ। ଆସନ୍ତା ୪୮ ଘଣ୍ଟା ଯାଏଁ ଲାହୋର ଏୟାରପୋର୍ଟରୁ ସମସ୍ତ ବିମାନ ଉଡ଼ାଣ ବନ୍ଦ କରି ଦିଆଯାଇଛି। ପହଲଗାମ ହମଲାର […]