ନଦୀରେ ଭାଙ୍ଗିପଡିଲା ରେଲଓ୍ବେ ବ୍ରିଜ୍

ଆମେରିକା ମୋଣ୍ଟାନା ନଦୀରେ ଭାଙ୍ଗିପଡିଲା ରେଲୱେ ବ୍ରିଜ୍ । ଫଳରେ ଏହା ଉପରେ ଯାଉଥିବା ମାଲବାହୀ ଟ୍ରେନର ଏକାଧିକ ବଗି ପାଣିରେ ଖସିପଡିଛି । ମାଲଗାଡିର ଟ୍ୟାଙ୍କର ଗୁଡିକରେ ଗରମ ଡାମର ଓ ତରଳ […]

କେବେ ଥମିବ ଟ୍ରେନ୍ ଦୁର୍ଘଟଣା

ପଶ୍ଚିମବଙ୍ଗ ବାଙ୍କୁଡ଼ାରେ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ । ବାଙ୍କୁଡ଼ା ଓଣ୍ଡାଗ୍ରାମ ରେଳ ଷ୍ଟେସନରେ ମାଲଗାଡ଼ିକୁ ଧକ୍କା ଦେଲା ଆଉ ଏକ ମାଲଗାଡ଼ି । ଦୁର୍ଘଟଣାରେ ଜଣେ ଲୋକୋ ପାଇଲଟ ଆହତ ହୋଇଥିବା ସୂଚନା ମିଳିଛି । […]

ନାଗା ବାବା ବେଶରେ ଆସିଲେ, ଲୁଟ୍ କରି ଚାଲିଗଲେ

ନାଗା ବାବା ଲୁଟି ନେଲେ ସୁନାଗହଣା । ସବୁ ସମସ୍ୟାର ସମାଧାନ କରିବେ ବୋଲି କହିଲେ । ବାବା ରହିବେ, ଘରର ବିଭିନ୍ନ ସମସ୍ୟାର ସମାଧାନର ବାଟ ବତାଇବେ । ଏହା ଭାବି ପରିବାର […]

ସାନ୍ତାଳୀ ଭାଷାରେ ରାଷ୍ଟ୍ରପତିଙ୍କ ଜୀବନୀ ଉନ୍ମୋଚିତ

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଲ୍ୟ ଜୀବନ କେମିତି କଟିଥିଲା? ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପାଠ ପଢ଼ିବା ତାଙ୍କ ପକ୍ଷେ କେତେ ଥିଲା ସଂଘର୍ଷମୟ? ପାଠ ପଢ଼ା ସହିତ ତାଙ୍କର ଆଉ କେଉଁ […]

ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ !

ଆଗାମୀ ୨୪ ଘଣ୍ଟାରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ । ଏନେଇ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।  ସୂଚନା ଅନୁସାରେ ଉତ୍ତରପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ […]

ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା, DFOଙ୍କୁ ସାମାନ୍ୟ ଆଶ୍ବସ୍ତି

ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାକୁ ହାଇକୋର୍ଟରୁ ମିଳିଲା ସାମାନ୍ୟ ଆଶ୍ୱସ୍ତି। ପାରଳାଖେମୁଣ୍ଡି ଏସ୍‌ଡିଜେଏମ୍‌ କୋର୍ଟରେ ଚାଲିଥିବା ଏସିଏଫ୍‌ ସୌମ୍ୟରଂଜନ ହତ୍ୟା ମାମଲାର ଶୁଣାଣି ଉପରେ […]

ଓ୍ବାଗନର ଗୋଷ୍ଠୀର ଯୁଦ୍ଧ ଡାକରା

ଶକ୍ତିଶାଳୀ ଘରୋଇ ମିଲିଟାରୀ ସଂସ୍ଥା ୱାଗନର ଯୁଦ୍ଧ ଡାକରା ପରେ ରୁଷରେ ଗୃହଯୁଦ୍ଧ ଭଳି ସ୍ଥିତି । ରୁଷରେ ବର୍ତ୍ତମାନ ମିଲିଟାରୀ ଶାସନ ଚାଲିଛି ଓ ଏହାକୁ ହଟାଇବା ପାଇଁ ୱାଗନର ଗ୍ରୁପ୍‌ ଅଭିଯାନ […]

ପତ୍ନୀଙ୍କ ହତ୍ୟାରେ ସାମିଲ ଥିଲେ ପୂର୍ବତନ ବିଧାୟକ

ପତ୍ନୀଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ଗୁଣୁପୁରର ପୂର୍ବତନ ବିଧାୟକ ରାମମୂର୍ତ୍ତି ଗମାଙ୍ଗ। ଭୁବନେଶ୍ୱରର ଏକ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଆସନ୍ତା ମଙ୍ଗଳବାର କୋର୍ଟ ଦଣ୍ଡ ଘୋଷଣା କରିବେ। […]

ଭାରତର ଜାତୀୟ ସଙ୍ଗୀତ ଗାଇଲେ ବିଦେଶୀ ସିଙ୍ଗର

ବିଦେଶୀ ସିଙ୍ଗର ମ୍ୟାରି ମିଲିବେନ ଗାଇଲେ ଭାରତର ଜାତୀୟ ସଂଙ୍ଗୀତ । ତାହା ପୁଣି ଅତି ଚମତ୍କାର କଣ୍ଠ ସ୍ୱରରେ। ଯୁକ୍ତରାଷ୍ଟ୍ର ଆମେରିକାରେ ଆୟୋଜିତ କାର୍ଯ୍ୟକ୍ରମ ଶେଷରେ ମ୍ୟାରି ମିଲିବେନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଦ ଛୁଇଁବାକୁ […]

ଭାରତ ଯୋଡ ଯାତ୍ରାକୁ ଲାଲୁଙ୍କ ପ୍ରଂଶାସା

ବିହାରର ପାଟନା ଠାରେ ଆଜି ବସିଥିଲା ବିରୋଧୀଙ୍କ ମେଳି । ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ୱରେ ୧୫ଟି ବିରୋଧୀଦଳର ନେତାମାନେ ଆଗାମୀ ଲୋକସଭା ନିର୍ବାଚନକୁ ନେଇ ଏକ ମହାବୈଠକ କରିଛନ୍ତି । ଏହି […]

ଜଳପ୍ରଳୟ ଭିତରେ ବନ୍ଦୀ ୫ ଲକ୍ଷ ଲୋକ

ଆସାମରେ ବନ୍ୟା ସ୍ଥିତି ସଂଗୀନ । ଚାରିଆଡ଼େ ଜଳପ୍ରଳୟର ଚିତ୍ର । ବନ୍ୟା ଯୋଗୁ ଅଧିକାଂଶ ଜିଲ୍ଲା ଜଳମଗ୍ନ ହୋଇଥିବା ବେଳେ ପ୍ରାୟ ୫ ଲକ୍ଷ ଲୋକ ଜଳବନ୍ଦୀ ଅବସ୍ଥାରେ ରହିଛନ୍ତି । ବନ୍ୟା […]