ଦେଶ ରାଜନୀତି କେଜ୍ରିଓ୍ବାଲଙ୍କୁ ମାକେନ୍ ଙ୍କ ଟାର୍ଗେଟ୍ Editor June 26, 2023 0 ୨୦୨୪ ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ଏକାଠି ହେବାକୁ ବିରୋଧୀ କରୁଥିବା ଯୋଜନାରେ ଭଟା । ଦିଲ୍ଲୀ ଅଧ୍ୟାଦେଶ ପ୍ରସଙ୍ଗରେ ଆପ୍ ଓ କଂଗ୍ରେସ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଦିନକୁ ଦିନ ତୀବ୍ର […]
ଓଡ଼ିଶା ଏଣିକି ରବିବାର ବି ଖୋଲା ରହିବ ଆହାର କେନ୍ଦ୍ର Editor June 26, 2023 0 ରାଜ୍ୟରେ ବିଭିନ୍ନ ଡାକ୍ତଖାନା ପରିସରରେ ବା ନିକଟରେ ଥିବା ଆହାର କେନ୍ଦ୍ରଗୁଡିକ ଏଣିକି ରବିବାର ଖୋଲା ରହିବ । ଏ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ […]
ଦେଶ ମୃତ ନାତି ସହ ୧୦ ଦିନ Editor June 26, 2023 0 ଉତ୍ତରପ୍ରଦେଶର ବାରାବଙ୍କିରୁ ଏକ ଆଶ୍ଚର୍ଯ୍ୟକର ଖବର ସାମ୍ନାକୁ ଆସିଛି । ୧୦ଦିନ ପର୍ଯ୍ୟନ୍ତ ଆଈ ତାର ମୃତ ନାତି ସହିତ ରହିଥିଲେ। ତେବେ ଘର ଭିତରୁ ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟଲୋକେ ପୋଲିସକୁ ଖବର […]
ଓଡ଼ିଶା ଲାଇସେନ୍ସ ନଥିବା ବସ୍ ରାତିରେ ଚାଲୁଥିଲା କେମିତି ? Editor June 26, 2023 0 ଗଞ୍ଜାମ ଦିଗପହଣ୍ଡି ବ୍ଲକ ଖେମୁଣ୍ଡି କଲେଜ ନିକଟରେ ଘଟିଥିବା ବସ୍ ଦୁର୍ଘଟଣାକୁ ନେଇ ଆସିଛି ତାଜୁବ କରିଦେବା ପରି ତଥ୍ୟ। ଦୁର୍ଘଟଣାଗ୍ରସ୍ତ ଦୁଇଟି ବସ୍ ମଧ୍ୟରୁ ଘରୋଇ ବସ୍ଟିକୁ ରାତିରେ ଚଳାଚଳ କରିବାକୁ ରାଜ୍ୟ […]
ଦେଶ ବନ୍ୟାରେ ବେହାଲ ଆସାମ Editor June 26, 2023 0 ବନ୍ୟାରେ ବେହାଲ ଆସାମ । ବିନାଶକାରୀ ବନ୍ୟାରେ ୯ ଜିଲ୍ଲାରେ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ଏବେ ବନ୍ୟା ଜଳସ୍ତର ଧୀରେ ଧୀରେ କମିବାରେ ଲାଗିଛି । ଯାହାକି ଲୋକଙ୍କ […]
ଓଡ଼ିଶା ଇନଷ୍ଟାଗ୍ରାମରେ ଭାଇରାଲ ଶ୍ରୀମନ୍ଦିର ଭିତର ଭିଡିଓ Editor June 26, 2023 0 ପୁଣି ଥରେ ଭାଇରାଲ ହୋଇଛି ଶ୍ରୀମନ୍ଦିର ଭିତରର ଭିଡିଓ । ଏଥର ଫେସବୁକ୍ କି ୟୁଟ୍ୟୁବ ନୁହେଁ ଇନଷ୍ଟାଗ୍ରାମରେ ଭାଇରାଲ ହୋଇଛି ଶ୍ରୀମନ୍ଦିରର ଭିତରର ଦୃଶ୍ୟ । ରୋହିତ ଜୈଶ୍ବାଲ 1973 ନାମରେ ଥିବା […]
ଓଡ଼ିଶା ମୃତକଙ୍କ ପରିବାରକୁ ମିଳିବ ୩ ଲକ୍ଷ ଟଙ୍କାର ସହାୟତା ରାଶି Editor June 26, 2023 0 ଦିଗପହଣ୍ଡି ଖେମୁଣ୍ଡି କଲେଜ ଛକ ନିକଟରେ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାକୁ ନେଇ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କାର ଅନୁକମ୍ପା ସହାୟତା […]
ଓଡ଼ିଶା ଜିଲ୍ଲା ୨ ବସ୍ ମୁହାଁମୁହିଁ ଧକ୍କା, ୧୨ ମୃତ Editor June 26, 2023 0 ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ନିକଟରେ ସଡକ ଦୁର୍ଘଟଣା । OSRTC ବସ୍ ସହ ଯାତ୍ରୀବାହୀ ବସ୍ ଧକ୍କା ହୋଇଥିବା ସୂଚନା ମିଳିଛି […]
ଦେଶ ୨୦୨୪ରେ ଏନଡିଏକୁ ଟକ୍କର ଦେବ ପିଡିଏ Editor June 25, 2023 0 ୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ ଦୁଇଦିନ ତଳେ ବିହାରର ପାଟନାରେ କଂଗ୍ରେସ ସମେତ ଅନ୍ୟ ବିରୋଧୀ ଦଳମାନଙ୍କର ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଥିଲା | ଏହି ବୈଠକରେ […]
ଓଡ଼ିଶା ବଢିବ ଗ୍ରାଣ୍ଟ-ଇନ୍-ଏଡ୍ ପରିସର ! Editor June 25, 2023 0 ବଢିବ ରାଜ୍ୟ ସରକାରଙ୍କ ଗ୍ରାଣ୍ଟ-ଇନ୍-ଏଡ୍ ପରିସର। ଉଚ୍ଚଶିକ୍ଷା ବିଭାଗ ଅଧିନରେ ଥିବା ଅଧିକ ଘରୋଇ କଲେଜକୁ ମିଳିବ ସରକାରୀ ମାନ୍ୟତା। ୨୦୦୮ରୁ ୨୦୧୩ ଭିତରେ ପ୍ରତିଷ୍ଠା ହୋଇଥିବା କଲେଜ ଏବଂ ଏଥିରେ କାମ କରୁଥିବା […]
ଓଡ଼ିଶା ସମ୍ବଲପୁରରେ ଅଧିକ ବର୍ଷା, ଆସନ୍ତାକାଲି ଆହୁରି ବର୍ଷିବ Editor June 25, 2023 0 ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ଆଜି ସମ୍ବଲପୁର, ସୁବର୍ଣ୍ଣପୁର ଓ ବୌଦ୍ଧ ଜିଲ୍ଲା ପାଇଁ ବିପଦ ଆଣିପାରେ ବର୍ଷା । ଆଜି ସକାଳଠାରୁ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଏହି ତିନି ଜିଲ୍ଲାରେ ୨୦୦ […]