ହାଟରେ ଡବଲ ମର୍ଡର

କୁନ୍ଦୁଲି ହାଟରେ ଗଡ଼ିଲା ମୁଣ୍ଡ କୋରାପୁଟ କୁନ୍ଦୁଲି ହାଟରେ ଡବଲ ମର୍ଡର । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ଉଭୟ ଗୋଷ୍ଠୀର ୨ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା […]

ଆଜି ଭଷାଣୀ, ଘରୁ ସାବଧାନରେ କାଢନ୍ତୁ ଗାଡ଼ି

ଟ୍ୱିନସିଟିରେ ଗାଡ଼ି ଚାଳକ ହୋଇଯାଆନ୍ତୁ ସାବଧାନ ! ଟ୍ୱିନସିଟିରେ ଘରୁ ଗାଡ଼ି ବାହାର କରୁଥିଲେ ହୋଇଯାଆନ୍ତୁ ସାବଧାନ । ନହଲେ ଗଣିବାକୁ ପଡିପାରେ ଫାଇନ୍ । ଭସାଣି ପାଇଁ ଟ୍ୱିନସିଟିରେ ସବୁ ପ୍ରସ୍ତୁତି ଶେଷ […]

ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ଆହତ

ଦୁର୍ଘଟଣାରେ ଆହତ ହେଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାୱତ ଆହତ । ଦୁର୍ଘଟଣାରେ ତାଙ୍କ ଛାତିରେ ଲାଗିଛି ଆଘାତ । ସେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । କାଶିପୁର […]

ଭସାଣ ଶେଷ ଯାଏଁ ଗଡିବନି ଗାଡ଼ି !

ଭସାଣୀ ପାଇଁ ନୂଆ ଗାଇଡଲାଇନ୍ ସାରା ରାଜ୍ୟ ସମେତ ଭୁବନେଶ୍ବରରେ ଦୁର୍ଗାପୂଜା ଧୁମ୍‌ଧାମରେ ଚାଲିଛି । ଦଶହରା ଅବସରରେ ବିଭିନ୍ନ ପୂଜା ମଣ୍ଡପରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ଼ ଲାଗି ରହିଛି । ହଜାର ହଜାର ଶ୍ରଦ୍ଧାଳୁ […]

ଭି.କେ.ପାଣ୍ଡିଆନଙ୍କୁ ନୂଆ ନିଯୁକ୍ତି

କାଲି ଅବସର ଆଜି ପ୍ରମୋସନ ଆଇଏଏସ୍ ଚାକିରିରୁ ସ୍ୱେଚ୍ଛାକୃତ ଭାବେ ଅବସର ଗ୍ରହଣ କରିଛନ୍ତି ପୂର୍ବତନ 5-T ସଚିବ ଭି.କେ.ପାଣ୍ଡିଆନ । ସୋମବାର ଭି.କେ ପାଣ୍ଡିଆନ ଅବସର ନେଲେ ଆଉ ଆଜି ତାଙ୍କୁ ମିଳିଛି […]

ଫିଲ୍ମ ରିଲିଜ୍ ନକରାଇଦେବା ପଛରେ କାହାର ହାତ ?

ଅଭିନେତା ମନେଜ ମିଶ୍ର ଦୁଇ ବର୍ଷ ପାଇଁ ବ୍ୟାନ୍ ଦଶହରା ବଜାର କେବଳ ସହରରେ ନୁହେଁ ଓଲିଉଡ ଜଗତରେ ବି ଛାଇଛି । ବିଭିନ୍ନ ହଲରେ ଫିଲ୍ମ ରିଲିଜ ହୋଇଛି ସୁପରହିଟ୍ ଫିଲ୍ମ । […]

ଯୁଦ୍ଧର ୧୭ ଦିନ ପରେ ହମାସ ଅଳ୍ପ ନରମ

ମୁକୁଳିବା ପରେ ଆତଙ୍କବାଦୀଙ୍କ ସହ ହାତ ମିଳାଇଲେ ବନ୍ଦୀ ନଗରିକ ଇସ୍ରାଏଲର ଦୁଇ ଜଣ ବୃଦ୍ଧା ପଣବନ୍ଦୀଙ୍କୁ ମୁକ୍ତ କରିଛନ୍ତି ହମାସ ଆତଙ୍କବାଦୀ । ଯୁଦ୍ଧର ୧୭ ଦିନ ପରେ ହମାସ ଅଳ୍ପ ନରମ […]

ଉପକୂଳ ଛୁଇଁବ ବାତ୍ୟା

ଗଭୀର ଅବପାତ ରୂପ ନେଲା ‘ହାମୁନ’ ବାତ୍ୟାରେ ପରିଣତ ହେଲା ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଗଭୀର ଅବପାତ ‘ହାମୁନ’ । ସମୁଦ୍ର ଭିତରେ ଏହା ଆହୁରୀ ଘନୀଭୂତ ହୋଇ ଭୀଷଣ ବାତ୍ୟାର ରୁପ ନେବ […]

ପଲ୍ଲୀଠୁ ଦିଲ୍ଲୀ ଚାଲିଛି ଦଶଭୂଜାଙ୍କ ପୂଜାର୍ଚ୍ଚନା

ମହାମାୟାଙ୍କ ମହାଦଶମୀ ଆଜି ମହାମାୟାଙ୍କ ବିଜୟାଦଶମୀ । ଅସତ୍ୟ ଉପରେ ହେବ ସତ୍ୟର ଜୟ । ଏଥିପାଇଁ ସମସ୍ତ ପୂଜା ମଣ୍ଡପରେ ମନ୍ତ୍ର ଉଚ୍ଚାରଣ ସହ ଚାଲିଛି ମାଆଙ୍କ ପୂଜାପାଠ । ଲୋକେ ମାଆଙ୍କ […]

ଓଡ଼ିଶା ଉପରେ ନାହିଁ ବାତ୍ୟା ପ୍ରଭାବ

ବାତ୍ୟା ରୂପ ନେଲା ”ହାମୁନ” ବଙ୍ଗୋପସାଗରରେ ଥିବା ଗଭୀର ଅବପାତ ବାତ୍ୟା ହାମୁନର ରୂପ ନେଇଛି । ଇରାନ ପକ୍ଷରୁ ଏହାର ନାମକରଣ କରାଯାଇଛି । ଏହା ଘଣ୍ଟାପ୍ରତି ୧୪ କିଲୋମିଟର ବେଗରେ ଗତି […]