ଓଡ଼ିଶା ଜିଲ୍ଲା ଚଳନ୍ତା ବସ୍ ରେ ଡ୍ରାଇଭରଙ୍କ ମୃତ୍ୟୁ Editor October 28, 2023 0 ଚଳନ୍ତା ଗାଡିରେ ଡ୍ରାଇଭରଙ୍କ ହାର୍ଟ ଆଟାକ୍, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ ହଠାତ୍ ଏମିତି ବି ଆସେ ମୃତ୍ୟୁ । ଚଳନ୍ତା ବସ୍ ରେ ଡ୍ରାଇଭରଙ୍କୁ ଆସିଲା ହାର୍ଟ ଆଟାକ୍। କନ୍ଧମାଳ ପାବୁରିଆ-ଜି ଉଦୟଗିରି […]
ଓଡ଼ିଶା ମାସେ ଘରେ ପଶିବନି ଆମିଷ, ଶେଷ ଦିନରେ ଆମିଷ ବଜାରରେ ଭିଡ଼ Editor October 27, 2023 0 ଶେଷ ଦିନରେ ଆମିଷ ଦର ଆକାଶ ଛୁଆଁ ଆଜି ଆଶ୍ବୀନ ମାସର ଶେଷ ଦିନ । କାଲିଠୁ ଆରମ୍ଭ ହେବ କାର୍ତ୍ତିକ ମାସ । ଧାର୍ମିକ ମାସ କାର୍ତ୍ତିକ ମାସରେ ଆମିଷ ବାରଣ ଯୋଗୁଁ […]
ଦେଶ ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ Editor October 27, 2023 0 ଜମ୍ମୁ ଆର୍ନିଆରେ ପାକିସ୍ତାନ ମୋର୍ଟାର ମାଡ଼ ପୁଣି ଅମାନିଆ ହେଲା ପାକିସ୍ତାନ । ଅସ୍ତ୍ରବିରତି ଉଲ୍ଲଂଘନ କଲା ପାକିସ୍ତାନ । ଜମ୍ମୁ ଆର୍ନିଆ ଅଞ୍ଚଳରେ ବିଏସଏଫ ପୋଷ୍ଟ ଉପରେ ପାକିସ୍ତାନ ମୋର୍ଟାର ମାଡ଼ କରିଥିବା […]
ଦେଶ ପଶ୍ଚିମବଙ୍ଗ ରାସନ ଦୁର୍ନୀତି ମାମଲା Editor October 27, 2023 0 ଦୁର୍ନୀତି ମାମଲାରେ ଗିରଫ ହେଲେ ମନ୍ତ୍ରୀ ରାସନ ଦୁର୍ନୀତି ମାମଲାରେ ଗିରଫ ହେଲେ ପଶ୍ଚିମବଙ୍ଗର ମନ୍ତ୍ରୀ । ଖାଦ୍ୟ ଯୋଗାଣ ଏବଂ ବର୍ତ୍ତମାନର ଜଙ୍ଗଲ ବିଭାଗ ମନ୍ତ୍ରୀ ଜ୍ୟୋତିପ୍ରିୟ ମଲ୍ଲିକ ଗିରଫ । ଦୁର୍ନୀତି […]
ଓଡ଼ିଶା କାହିଁକି ହୋଇନି ସେବାୟତଙ୍କ ସମ୍ପତ୍ତି ବାଜ୍ୟାପ୍ତି Editor October 26, 2023 0 ଛିଣ୍ଡୁନି କଳି, ଉପାସରେ ମହାପ୍ରଭୁ ଲିଙ୍ଗରାଜ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ବିଭ୍ରାଟ । ଦୁଇ ଦିନ ଧରି ମହାପ୍ରଭୁଙ୍କ ନୀତି ସୁଚାରୁ ରୂପେ କରାଯାଉନି । ଏନେଇ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ […]
ଓଡ଼ିଶା ଜିଲ୍ଲା ରାଜଗାଙ୍ଗପୁର ବିଧାୟକଙ୍କୁ ଭୂରି ଭୂରି ପ୍ରଶଂସା Editor October 26, 2023 0 ହସ୍ପିଟାଲରେ ଚିକିତ୍ସା କଲେ ବିଧାୟକ ରାଜଗାଙ୍ଗପୁର ବିଧାୟକଙ୍କ ସେବା ମନୋଭାବ ତାଙ୍କୁ ନିଜ ନିର୍ବାଚନମଣ୍ଡଳୀରେ ପ୍ରଶଂସାର ପାତ୍ର କରିଛି । ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଧାୟକ ଡକ୍ଟର ସିଏସ ରାଜେନ […]
ଓଡ଼ିଶା ଘରୋଇ ବସ୍ ମାଲିକ ସଂଘର ଆଲୋଚନା ସଫଳ Editor October 26, 2023 0 ଆଉ ହେବନି ଘରୋଇ ବସ୍ ଧର୍ମଘଟ ଖାରବେଳ ଭବନରେ ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ବିଭାଗର ଆଲୋଚନା ସଫଳ ହୋଇଛି । ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁଙ୍କ ଅଧ୍ୟକ୍ଷତାରେ ଚାଲିଥିବା […]
ବିଦେଶ କାହିଁକି ପିନ୍ଧୁଛନ୍ତି ‘ଆଇ. ଡି. ବ୍ରେସ୍ଲେଟ୍’ Editor October 26, 2023 0 ଶବ ଚିହ୍ନଟ ପାଇଁ ଜୀବନ୍ତ ଶରୀରରେ ଲାଗୁଛି ରଙ୍ଗୀନ୍ ବ୍ରେସଲେଟ୍ ଗାଜା ଷ୍ଟ୍ରିପ୍ରେ ହମାସ ଓ ଇସ୍ରାଏଲ୍ ମଧ୍ୟରେ ଚାଲିଥିବା ଯୁଦ୍ଧରେ ଯଦି ମୃତ୍ୟୁ ଘଟେ ଶବ ଚିହ୍ନଟ ଲାଗି ପ୍ରିୟଜନଙ୍କୁ ସୁବିଧା ହେବା […]
ଓଡ଼ିଶା ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ Editor October 26, 2023 0 ଚିଲିକାରେ ନିଖୋଜ ବିକ୍ରମଙ୍କ ମୃତଦେହ ଉଦ୍ଧାର ମିଳିଲା ନିଖୋଜ ଡଙ୍ଗା ଚାଳକଙ୍କ ମୃତଦେହ । ଚିଲିକା ହ୍ରଦରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍ ଦେଖାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗାର ଯେଉଁ ଚାଳକ ନିଖୋଜ ହୋଇଯାଇଥିଲେ, ତାଙ୍କର ମୃତଦେହ […]
ଖେଳ ସୁସ୍ଥ ହେଉନାହାନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା Editor October 26, 2023 0 ବିଶ୍ବକପ୍ ମ୍ୟାଚ୍ ରୁ ବାଦ୍ ପଡିବେ ପାଣ୍ଡ୍ୟା ! ଚିନ୍ତାରେ ଟିମ୍ ଇଣ୍ଡିଆ । ଅକ୍ଟୋବର ୨୯ରେ ଇଂଲଣ୍ଡ ଓ ନଭେମ୍ବର ୨ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବାକୁ ଥିବା ଆଗାମୀ ବିଶ୍ୱକପ ମ୍ୟାଚରୁ […]
ଦେଶ ‘କୁମ୍କୁମ୍ ସୁଜ୍’କୁ ୧୦ ଲକ୍ଷ ଟଙ୍କା ଜରିମାନା Editor October 25, 2023 0 ବିକୁଥିଲେ ନକଲି ପ୍ୟୁମା ସୁ, ଗଣିଲେ ଫାଇନ୍ ନକଲି ଜିନିଷ ତିଆରି କରୁଥିଲେ ହୋଇଯାଆନ୍ତୁ ସାବଧାନ । ଧରାପଡିଲେ ଗଣିବାକୁ ପଡିବ ମୋଟା ଅଙ୍କର ଫାଇନ୍ । ‘ପ୍ୟୁମା’ କମ୍ପାନିର ‘ଟ୍ରେଡ୍ମାର୍କ’ ବା ଲୋଗୋ […]