Skip to content
Wednesday, August 5, 2026
ଯଯାତି ଏକ୍ସପ୍ରେସ
  • ଓଡ଼ିଶା
    • ଜିଲ୍ଲା
  • ଦେଶ
  • ରାଜନୀତି
  • ଖେଳ
  • ବିଦେଶ
  • ମନୋରଞ୍ଜନ
  • ଅପରାଧ
  • କଳା ଓ ସଂସ୍କୃତି
  • ବିଜ୍ଞାନ
  • ସ୍ୱାସ୍ଥ୍ୟ
  • ଯଯାତି Special

ଏକ୍ସରେ ଆକାଉଣ୍ଟ ପାଇଁ ଦେବାକୁ ହେବ ଏକ ଡଲାର

Posted on October 18, 2023October 18, 2023

ମାଗଣାରେ ଖୋଲିପାରିବେନି ‘ଏକ୍ସ’ ଆକାଉଣ୍ଟ

ଏଣିକି ଆଉ ମାଗଣରେ କରିପାରିବେନି ସୋସିଆଲ ମିଡିଆ ଏକ୍ସ ର ବ୍ୟବହାର । ଏବେ ନୂଆ ଆକାଉଣ୍ଟ୍ ଖୋଲିବା ପାଇଁ ଲୋକଙ୍କୁ ଦେବାକୁ ପଡିବ ଚାର୍ଜ । ସମସ୍ତ ୟୁଜର୍ସଙ୍କ ପାଇଁ ଏକ ପେଡ୍ ପ୍ଲାଟଫର୍ମ ଆଣିବା ପାଇଁ ଯୋଜନା କରୁଛନ୍ତି ଏଲନ୍ ମସ୍କ । ଦୁଇ ଦେଶ ମଧ୍ୟରେ ଏଲନ ମସ୍କ ଏକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମର ନାଁ ରହିଛି ‘ନଟ୍ ଏ ବଟ୍’ । ଏହି କାର୍ଯ୍ୟକ୍ରମକୁ ପ୍ରଥମେ ଦୁଇ ଦେଶ ନ୍ୟୁଜିଲାଣ୍ଡ ଓ ଫିଲିପାଇନ୍ସରେ ଆରମ୍ଭ କରାଯାଇଛି । ଏହି ଦେଶରେ ଟ୍ୱିଟରରେ ଆକାଉଣ୍ଟ୍ ଖୋଲିବା ପାଇଁ ୧ଡଲାର୍ ଚାର୍ଜ ଦେବାକୁ ପଡୁଛି । ଅନ୍ୟ ଉପଭୋକ୍ତାଙ୍କ ସହ ଯୋଗାଯୋଗ କରିବା ପାଇଁ ଏହି ଫିସ୍ ନିଆଯାଉଛି ।

Posted in ବିଦେଶTagged charge for account, elon mask, jajatiexpress, latestnews, latestupdate, newzealand, social media, twitter, x

Post navigation

Previous: ନକଲି ଜନ୍ମ ପ୍ରମାଣପତ୍ର ମାମଲା, ଆଜମ୍ ଙ୍କ ପରିବାର ଦୋଷୀ ସାବ୍ୟସ୍ତ
Next: ଆଇସିସି ରାଙ୍କିଂ ତାଲିକା ଘୋଷଣା

Related Posts

  • ବିଦେଶ

ଇଣ୍ଡୋନେସିଆକୁ ୬ତୀବ୍ରତାର ଭୂମିକମ୍ପ ଝଟକା

  • Editor
  • September 12, 2023
  • 0

ମରକ୍କୋ ପରେ ଥରିଲା ଇଣ୍ଡୋନେସିଆ ମରକ୍କୋ ପରେ ୬ତୀବ୍ରତାରେ ଥରିଲା ଇଣ୍ଡୋନେସିଆ । ହଲମାହେରା ଦ୍ୱୀପପୁଞ୍ଜରେ ଭୂକମ୍ପର ଝଟକା ଲାଗିଥିବା ସୂଚନା ରହିଛି । ଭୂକମ୍ପର ଉତ୍ପତ୍ତିସ୍ଥଳ ଟର୍ନେଟ ଦ୍ୱୀପପୁଞ୍ଜର ଉତ୍ତର-ଉତ୍ତରପୂର୍ବଠାରୁ ପ୍ରାୟ ୩୯କିଲୋମିଟର […]

  • ଖେଳ
  • ଦେଶ
  • ବିଦେଶ

ଆଜିଠୁ ଆରମ୍ଭ ହେଉଛି ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ

  • User 003
  • February 15, 2024
  • 0

ଆଜିଠୁ ଭାରତ-ଇଂଲଣ୍ଡ ତୃତୀୟ ଟେଷ୍ଟ ଭାରତ ଓ ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହେଉଛି ତୃତୀୟ ଟେଷ୍ଟ । ପ୍ରଥମ ଟେଷ୍ଟ ଇଂଲଣ୍ଡ ଜିତିଥିବା ବେଳେ ଦ୍ୱିତୀୟ ଟେଷ୍ଟରେ ବିଜୟୀ ହୋଇ ସିରିଜକୁ […]

  • ଦେଶ
  • ବିଦେଶ

ବାଂଲାଦେଶରେ ପୁଣି ଦେଖାଦେଇଛି ହିଂସା

  • User 003
  • August 5, 2024
  • 0

ବାଂଲାଦେଶରେ ପୁଣି ହିଂସା, ୯୩ ଜଣଙ୍କ ମୃତ୍ୟୁ ବାଂଲାଦେଶରେ ପୁଣି ଦେଖାଦେଇଛି ହିଂସା । ୯୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ଥାନାରେ ୧୩ ପୋଲିସ କର୍ମୀଙ୍କୁ ପିଟି ହତ୍ୟା କରିଛନ୍ତି ଆନେ୍ଦାଳନକାରୀ । […]

Tags

accident (49) arvind kejriwal (47) assembly (52) bhubaneswar (219) bjd (169) bjp (255) breaking news (592) breakingnews (73) cmo (400) congress (188) cricket (49) Crime (71) cuttack (56) death (80) delhi (80) digital (429) election (81) election 2024 (104) ganjam (37) heavy rain (51) highcourt (48) india (485) isro (43) jagannath temple (78) jajatiexpress (3012) jajpur (67) latest (460) latest news (2270) latestupdate (246) Latest updates (582) mohanmajhi (53) narendra modi (124) naveen patnaik (53) odisha (848) odishapolitics (73) pakistan (41) parliament (41) police (53) politics (46) protest (41) puri (215) rahul gandhi (66) supremecourt (65) vk pandian (39) weather (101)
Copyright © 2026 Jajati Express Theme: Random News By Adore Themes.