ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବାଲ୍ୟ ଜୀବନ କେମିତି କଟିଥିଲା? ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ପାଠ ପଢ଼ିବା ତାଙ୍କ ପକ୍ଷେ କେତେ ଥିଲା ସଂଘର୍ଷମୟ? ପାଠ ପଢ଼ା ସହିତ ତାଙ୍କର ଆଉ କେଉଁ ବିଷୟରେ ଥିଲା ରୁଚି? ଜୀବନର ପ୍ରତି ପାହାଚରେ ସେ କେଉଁ କେଉଁ ପ୍ରତିବନ୍ଧକ ସାମ୍ନା କରିଥିଲେ? ଏହାର ସବୁ ଉତ୍ତର ମିଳିବ “ଭାରତ୍ରିନ୍ ପୁୟଲୁ ଆଦିବାସୀ ରାଷ୍ଟ୍ରପତି(ଜୀଅନ କାହାନି)”ରୁ। ସାନ୍ତାଳୀ ଭାଷାରେ ରାଷ୍ଟ୍ରପତିଙ୍କ ଜୀବନୀ ଲେଖିଛନ୍ତି ପଦ୍ମଶ୍ରୀ ଡକ୍ଟର ଦମୟନ୍ତୀ ବେଶ୍ରା। ଆଜି ଏହି ପୁସ୍ତକ ଉନ୍ମୋଚନ ହୋଇଛି। ଏହି ବହିରେ ରାଇରଙ୍ଗପୁରରୁ ସାଇସିନା ହିଲ୍ ପର୍ଯ୍ୟନ୍ତ ଯାତ୍ରାରେ ପୂରା କାହାଣୀ ରହିଛି।
Related Posts
ପୁଣି ୟୁକ୍ରେନ୍ ର ଆକ୍ରମଣ
- Editor
- July 30, 2023
- 0
ଅଯୋଧ୍ୟାରୁ ମହାପ୍ରଭୁଙ୍କୁ ନିମନ୍ତ୍ରଣ
- User 003
- December 10, 2023
- 0