କର୍ତ୍ତବ୍ୟରେ ଅବହେଳା ପାଇଁ ମଞ୍ଚେଶ୍ୱର IIC ନିଲମ୍ବିତ

କର୍ତ୍ତବ୍ୟରେ ଅବହେଳା ପାଇଁ ମଞ୍ଚେଶ୍ୱର IIC ନିଲମ୍ବିତ

ନିଲମ୍ବିତ ହେଲେ ମଞ୍ଚେଶ୍ୱର ଥାନା ଆଇଆଇସି ଗୟାନନ୍ଦ ସାହୁ । କର୍ତ୍ତବ୍ୟରେ ଅବହେଳା ପାଇଁ ମଞ୍ଚେଶ୍ୱର IIC ନିଲମ୍ବିତ । ମେଡିକୋ-ଲିଗାଲ ମାମଲାରେ ଆଇନଗତ ପଦକ୍ଷେପ ନେବାରେ ବିଫଳ ହେବା ଏବଂ ବିନା ପୋଷ୍ଟମର୍ଟମରେ ୫୮ ବର୍ଷୀୟା ମହିଳାଙ୍କ ଶବ ଦାହ ସଂସ୍କାର ପାଇଁ ଛାଡ଼ି ଦେବା ଅଭିଯୋଗରେ ଏହି କାର୍ଯ୍ୟାନୁଷ୍ଠାନ ହୋଇଛି ।ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ (ଡିଜିପି) ବିନୟତୋଷ ମିଶ୍ର, ମଞ୍ଚେଶ୍ୱର ଥାନା ଆଇଆଇସି (IIC) ଗୟାନନ୍ଦ ସାହଙ୍କୁ ତାଙ୍କ ବିରୁଦ୍ଧରେ ଅଣାଯାଇଥିବା ଅବହେଳା, କର୍ତ୍ତବ୍ୟରେ ତ୍ରୁଟି ଏବଂ ସରକାରୀ ଦାୟିତ୍ୱ ପାଳନରେ ବିଫଳତା ଅଭିଯୋଗ ଆଧାରରେ ନିଲମ୍ବିତ କରିଛନ୍ତି।

Leave a Reply

Your email address will not be published. Required fields are marked *