ଆଣ୍ଟି ପେପର ଲିକ୍ ବିଲକୁ ରାଷ୍ଟ୍ରପତିଙ୍କ ମୋହର

ଆଣ୍ଟି ପେପର ଲିକ୍ ବିଲକୁ ରାଷ୍ଟ୍ରପତିଙ୍କ ମୋହର

ଆଣ୍ଟି ପେପର ଲିକ୍ ବିଲ୍ କୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ। ଲୋକସଭା ଓ ରାଜ୍ୟସଭାରେ ବିଲ୍ ଟି ପାରିତ ହେବା ପରେ ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଛି। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ପରେ ଆଇନ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ କରାଯାଇଛି। ଏହି ଆଇନ ଲାଗୁ ହେବା ପରେ ପରୀକ୍ଷାର ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଜାୟ ରଖିବା ସହ ପେପର ଲିକ୍ ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ ବ୍ୟବସ୍ଥା ଗ୍ରହଣ କରାଯିବ।

Leave a Reply

Your email address will not be published. Required fields are marked *