ଶରଧାବାଲି ଅଭିମୁଖେ କାଳିଆ ସାଆନ୍ତଙ୍କ ରଥ

ଶରଧାବାଲି ଅଭିମୁଖେ କାଳିଆ ସାଆନ୍ତଙ୍କ ରଥ

ଶରଧାବାଲି ଅଭିମୁଖେ କାଳିଆ ସାଆନ୍ତଙ୍କ ରଥ। କାଳିଆ ସାଆନ୍ତଙ୍କ ରଥକୁ ଅଗଣିତ ଭକ୍ତ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ଟାଣି ନେଉଛନ୍ତି । ଆଉ କିଛି ସମୟ ମଧ୍ୟରେ ନନ୍ଦିଘୋଷ ରଥ ଶରଧାବାଲିରେ ପହଞ୍ଚିବା ସହ ରଥଯାତ୍ରାର ଆଉ ଏକ ଐତିହାସିକ କ୍ଷଣର ସାକ୍ଷୀ ହେବ । ‘ଜୟ ଜଗନ୍ନାଥ’ ଧ୍ୱନି, ହରିବୋଲ ନାମସଂକୀର୍ତ୍ତନ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ସମଗ୍ର ବଡ଼ଦାଣ୍ଡ। ଆଜିର ଏହି ପବିତ୍ର ରଥପଥରେ ସବୁଠି ଆନନ୍ଦର ମାହୋଲ ।

Leave a Reply

Your email address will not be published. Required fields are marked *