ପୁସ୍ତକ ତ୍ରୁଟି ଘଟଣାରେ ବଢ଼ିପାରେ ଗିରଫଦାରି

ଏସ୍‌ସିଇଆରଟି କାର୍ଯ୍ୟାଳୟରେ କ୍ରାଇମ୍‌ବ୍ରାଞ୍ଚ ର ତଦନ୍ତ

ପାଠ୍ୟପୁସ୍ତକ ତ୍ରୁଟିକୁ ନେଇ ଜାରି ରହିଛି କ୍ରାଇମବ୍ରାଞ୍ଚ ତଦନ୍ତ। ଆଜି ଏସ୍‌ସିଇଆରଟି କାର୍ଯ୍ୟାଳୟରେ ପହଞ୍ଚିଛି କ୍ରାଇମ୍‌ବ୍ରାଞ୍ଚ ଟିମ୍ । କାର୍ଯ୍ୟାଳୟରେ ଜରୁରୀ କାଗଜପତ୍ର, ଦସ୍ତାବିଜର ଯାଞ୍ଚ କରିଛନ୍ତି ତଦନ୍ତକାରୀ ଅଧିକାରୀ । ଏହାସହ ଏହି ମାମଲାରେ ନୋଟିସ୍‌ ହୋଇଥିବା ଅନ୍ୟ ୩ ଅଧିକାରୀଙ୍କୁ ବି ଜାରି କରିଛି କ୍ରାଇମବ୍ରାଞ୍ଚ। ଏସସିଇଆରଟିର ନିଲମ୍ବିତ ତିନି ସହକାରୀ ନିର୍ଦେଶକଙ୍କୁ ଜେରା କରୁଛି ଟିମ୍।

Leave a Reply

Your email address will not be published. Required fields are marked *