ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ

ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ, ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍ ବୋମା, ୪ଟି ଆଇଇଡି ଜବତ

ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ । କୋରାପୁଟ ଜିଲ୍ଲା ବୈପାରୀଗୁଡ଼ା ତେନ୍ତୁଳିଗୁମ୍ମା ଜଙ୍ଗଲରୁ ପୁଣି ମାଓ ଡମ୍ପ ଠାବ । ୬ଟି ଦେଶୀ ବନ୍ଧୁକ, ୮ଟି ଟିଫିନ୍ ବୋମା, ୪ଟି ଆଇଇଡି ଜବତ ହୋଇଛି । ଡିଟୋନେଟର ଓ ଗୁଳି ସହ ବିପୁଳ ବିସ୍ଫୋରକ ଜବତ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ସୂଚନା ଆଧାରରେ DVF ଯବାନଙ୍କ ଦ୍ବାରା ଜବତ ହୋଇଛି । ୧୦ ଦିନ ତଳେ ବୈପାରୀଗୁଡ଼ା ଥାନାଞ୍ଚଳରୁ ମାଓ ଡମ୍ପ ଠାବ ହୋଇଥିଲା ।

Leave a Reply

Your email address will not be published. Required fields are marked *