OTET ପାସ୍ କରିନଥିବା ଶିକ୍ଷକଙ୍କ ପାଇଁ ବଡ଼ ଖବର

TET କ୍ଲିୟର କରିବା ଅବଧି ୨ରୁ ୩ ବର୍ଷକୁ ବୃଦ୍ଧି

OTET ପାସ୍ କରିନଥିବା ଶିକ୍ଷକଙ୍କ ପାଇଁ ବଡ଼ ଖବର। TET କ୍ଲିୟର କରିବା ଅବଧି ୨ରୁ ୩ ବର୍ଷକୁ ବୃଦ୍ଧି। ୨୦୨୮ ଅଗଷ୍ଟ ୩୧ ସୁଦ୍ଧା TET କ୍ଲିୟର କରିବାକୁ ନିର୍ଦ୍ଦେଶ ଦିଆଯାଇଛି। TET ପାସ୍ କରିନଥିବା ଶିକ୍ଷକଙ୍କୁ ୩ ବର୍ଷ ମଧ୍ୟରେ କ୍ଲିୟର ପାଇଁ ନିର୍ଦ୍ଦେଶ ଦିଆଯାଇଛି।ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖାଯାଇଛି। ଦେଶର ସମସ୍ତ ଶିକ୍ଷକଙ୍କ ପାଇଁ TET ପାସ୍ ବାଧ୍ୟତାମୂଳକ କରିଥିଲେ ସୁପ୍ରିମକୋର୍ଟ।

Leave a Reply

Your email address will not be published. Required fields are marked *