ମେ’ ଦ୍ୱିତୀୟ ସପ୍ତାହରେ ବାହାରିପାରେ ମାଟ୍ରିକ ରେଜଲ୍ଟ

ମେ’ ଦ୍ୱିତୀୟ ସପ୍ତାହରେ ବାହାରିପାରେ ମାଟ୍ରିକ ରେଜଲ୍ଟ

ମେ’ ଦ୍ୱିତୀୟ ସପ୍ତାହରେ ବାହାରିପାରେ ମାଟ୍ରିକ ରେଜଲ୍ଟ । ଏନେଇ ସୂଚନା ଦେଇଛନ୍ତି ବୋର୍ଡ ସଭାପତି । ତେବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଖୁବ୍ ଶୀଘ୍ର ଆସିବ ଫଳାଫଳ । ତେବେ ମେ’ ତୃତୀୟ ସପ୍ତାହ ସୁଦ୍ଧା ଯୁକ୍ତ ୨ ପରୀକ୍ଷା ଫଳ ଆସିପାରେ । ଚଳିତ ବର୍ଷ ଦଶମ ପରୀକ୍ଷା ଦେଇଛନ୍ତି ୫ ଲକ୍ଷ ୬୧ ହଜାରରୁ ଅଧିକ ପରିକ୍ଷାର୍ଥୀ । ୩ହଜାର ୮୨ଟି କେନ୍ଦ୍ରରେ ୫ଲକ୍ଷ ୬୧ହଜାର ୯୭୯ ଜଣ ପରୀକ୍ଷା ଦେଇଛନ୍ତି । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ତାରିଖ ପର୍ଯ୍ୟନ୍ତ ଚାଲିଥିଲା ମାଟ୍ରିକ ପରୀକ୍ଷା ।

Leave a Reply

Your email address will not be published. Required fields are marked *