ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ଦୁର୍ଘଟଣା Posted on January 31, 2026January 31, 2026 ପିସିଆର ଭ୍ୟାନକୁ ଧକ୍କାଦେଲା କାର ପିସିଆର ଭ୍ୟାନକୁ ଧକ୍କାଦେଲା କାର । ରାତି ଅଧରେ ଭୁବନେଶ୍ୱର ଆଚାର୍ଯ୍ୟ ବିହାର ଛକରେ ଦୁର୍ଘଟଣା। ପିସିଆର ଭ୍ୟାନ୍ ଡ୍ରାଇଭର ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ଗୁରୁତର ଆହତ । ଦୁଇ ଗାଡିରେ ବସିଥିବା ଲୋକ ସମସ୍ତେ ଆହତ ହୋଇଥିବା ବେଳେ ହସ୍ପିଟାଲ ରେ ଭର୍ତ୍ତି ହୋଇଛନ୍ତି ।
ଓଡ଼ିଶା ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଶୋକ User 003 August 2, 2025 0 ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଶୋକ ବଳଙ୍ଗା ପୀଡ଼ିତାଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ଶୋକ। ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରି ଶୋକ ବ୍ୟକ୍ତ କରିଛନ୍ତି। ଝିଅଟିର ମୃତ୍ୟ ଖବର ଶୁଣି ଗଭୀର ମର୍ମାହତ । […]
ଓଡ଼ିଶା ଜିଲ୍ଲା ଦେଶ ହଠାତ ରାଜରାସ୍ତାରେ ଜଳିଗଲା ବସ୍ ! Jajati express Reporter November 11, 2023 0 କଲିକତାରୁ ଓଡ଼ିଶା ଆସିବା ବେଳେ ଚଳନ୍ତା ବସରେ ଅଗ୍ନିକାଣ୍ଡ , ମହିଳା ଜୀବନ୍ତ ଦଗ୍ଧ ! ଚଳନ୍ତା ବସରେ ଭୟଙ୍କର ଅଗ୍ନିକାଣ୍ଡ । ଯାହାର ଚିତ୍ର ଅତ୍ୟନ୍ତ ଭୟଙ୍କର । କୋଲକାତା ବାବୁଘାଟରୁ ପାରାଦୀପ […]
ଓଡ଼ିଶା ଡାକ୍ତରୀ ଛାତ୍ରୀ ମୃତ୍ୟୁ ମାମଲା, ବୟଫ୍ରେଣ୍ଡଙ୍କୁ ମିଳିଲା ଜାମିନ User 003 September 3, 2026 0 ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲା, ବୟଫ୍ରେଣ୍ଡଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ ଉଦଳାର ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲାରେ ପୁରୁଷବନ୍ଧୁଙ୍କ ଜାମିନ୍। ବୟଫ୍ରେଣ୍ଡ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ। […]