କରୋନାରେ ୫୦ ସାମ୍ବାଦିକଙ୍କ ମୃତ୍ୟୁ
କୋଭିଡରେ ଯାଇଛି ୫୦ ଜଣ ସାମ୍ବାଦିକଙ୍କ ଜୀବନ । ଗଞ୍ଜାମରେ ୧୦, ଭୁବନେଶ୍ୱର ଓ ଖୋର୍ଦ୍ଧାରେ ୮, ସୁନ୍ଦରଗଡ଼ରୁ ୪ ଜଣଙ୍କ ମୃତ୍ୟୁ ହୋଇଛି । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଉତ୍ତର ରଖିଲେ ।କୋଭିଡ ନେଇଛି 50ସାମ୍ବାଦିକଙ୍କ ଜୀବନ ଏନେଇ ଗୃହରେ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସର୍ବାଧିକ ଗଞ୍ଜାମରୁ 10ଜଣ, ଖୋର୍ଦ୍ଧା ଏଂବ ଭୁବେନେଶ୍ୱର ରୁ 8, ସୁନ୍ଦରଗଡ଼ ରୁ 4ଜଣ ମୃତ୍ୟ ବରଣ କରିଛନ୍ତି। 49ଜଣଙ୍କୁ ମୃତ୍ୟୁ କାଳୀନ ସହାୟତା ପ୍ରଦାନ କରାଯାଇଛି।
