ଶିରୁଳି ମହାବୀର ମନ୍ଦିରରୁ ଚୋରି

ଶିରୁଳି ମହାବୀର ମନ୍ଦିରରୁ ଚୋରି

ଶିରୁଳି ମହାବୀର ମନ୍ଦିରରୁ ଚୋରି । ପ୍ରସ୍ଥାନ ପଟେ ଲୁହା ଗେଟ୍ କାଟି ମନ୍ଦିରରେ ପଶି ଲୁଟ । ଚୋରି ବେଳେ ଗାଁର ବିଦୁ୍ୟତ କାଟିବା ସହ ସିସିଟିଭି ତାର କାଟିଲେ ଦୁର୍ବୃତ୍ତ । ମନ୍ଦିରରେ ପହଞ୍ଚି ଚନ୍ଦନପୁର ଥାନା ପୋଲିସର ଛାନଭିନ୍ । ଗତକାଲି ମହାପ୍ରଭୁଙ୍କ ସନ୍ଧ୍ୟା ଆଳତି ପରେ ଦୈନ୍ୟଦିନର ନୀତିକାନ୍ତି ସମ୍ପର୍ଣ୍ଣ ହୋଇ ରାତ୍ର ପହୁଡ଼ ୧୦.୩୦ ମିନିଟି ସମୟରେ ହୋଇଥିଲା ଗତକାଲି ପାଳିଆ ସେବାୟତ ମନ୍ଦିର କରି ଯାଇଥିଲେ ଆଜି ସକାଳେ ପାଳିଆ ସେବାୟତ ମନ୍ଦିର ଖୋଲି ଭିତରକୁ ପ୍ରବେଶ କରିଦେଖିଥିଲେ ହୁଣ୍ଡୀ ଭଙ୍ଗା ଯାଇଛି । ସଙ୍ଗେ ସଙ୍ଗେ ମନ୍ଦିର କମିଟି ଚନ୍ଦନ ପୁର ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଚନ୍ଦନପୁର ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଘଟଣା ସ୍ଥଳରେ ମାଜିଷ୍ଟେ ଉପସ୍ଥିତ କହିଛନ୍ତି ।