ଓଡ଼ିଶା ରଥଯାତ୍ରାର ଶୁଭେଛା ଜଣାଇଲେ ନବୀନ ପଟ୍ଟନାୟକ User 003 June 27, 2025 0 ମୁମ୍ବାଇ ମେଡ଼ିକାଲରୁ ରଥଯାତ୍ରାର ଶୁଭେଛା ଜଣାଇଲେ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଛା ଜଣାଇଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ମୁମ୍ବାଇ କୋକିଳାବେନ ଧୀରୁଭାଇ ଅମ୍ବାନୀ ମେଡିକାଲରୁ ଶୁଭେଛା ଜଣାଇଛନ୍ତି ନବୀନ ପଟ୍ଟନାୟକ। […]