ଓଡ଼ିଶା ଜିଲ୍ଲା ଅଧାରେ ରହିଲା ବାହାଘର,ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ Jajati express Reporter June 28, 2023 0 କେନ୍ଦୁଝର (ଯଯାତି ଏକ୍ସପ୍ରେସ ବ୍ଯୁରୋ): ଅଧାରେ ରହିଲା ବାହାଘର। କିଏ ଜାଣିଥିଲା ଖୁସିର ମୂହୁର୍ତ୍ତଟା ଆଖି ପିଛୁଳାକେ ଉଭେଇଯିବ । ସବୁ ଠିକଠାକ ଚାଲିଥିଲା । ଆଉ ବର ବି ମା କାନିରେ ଆଞ୍ଜୁଳି […]