weatherupdate - ଯଯାତି ଏକ୍ସପ୍ରେସ https://jajatiexpress.com ପରିବର୍ତ୍ତନର ନୂଆ ସିପାହୀ Sat, 02 Dec 2023 15:11:55 +0000 en-US hourly 1 https://wordpress.org/?v=7.0.2 https://i0.wp.com/jajatiexpress.com/wp-content/uploads/2023/05/cropped-360x_360_FACEBOOK_DP_1-1.jpg?fit=32%2C32&ssl=1 weatherupdate - ଯଯାତି ଏକ୍ସପ୍ରେସ https://jajatiexpress.com 32 32 218458249 ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କଲେ ସରକାର https://jajatiexpress.com/odisha/5-districts-agriculture-officers-leave-cancelled-ahead-of-possible-cyclone-rain/ Sat, 02 Dec 2023 15:11:14 +0000 https://jajatiexpress.com/?p=5783 ୩ରୁ ୬ତାରିଖ ପର୍ଯ୍ୟନ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ ବାତ୍ୟା ପ୍ରଭାବରେ ଓଡିଶାରେ ହେବାକୁଥିବା ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କରିଛନ୍ତି ସରକାର । ୫ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି […]

The post ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କଲେ ସରକାର first appeared on ଯଯାତି ଏକ୍ସପ୍ରେସ.

]]>
5783
୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା https://jajatiexpress.com/%e0%ac%aa%e0%ac%be%e0%ac%a3%e0%ac%bf%e0%ac%aa%e0%ac%be%e0%ac%97/cyclone-form-in-bay-of-bengal-in-48-hours-in-andaman-sea-of-odisha/ Wed, 29 Nov 2023 17:01:51 +0000 https://jajatiexpress.com/?p=5722 ଶୁକ୍ରବାରଠୁ ରାଜ୍ୟରେ ବର୍ଷା ! ବଙ୍ଗୋପସାଗରରେ ବାତ୍ୟା ଭୟ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ଆହୁରି ଅଧିକ ଘନୀଭୂତ ହୋଇ ଗୁରୁବାର ସୁଦ୍ଧା ଅବପାତର ରୂପ ନେବ […]

The post ୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା first appeared on ଯଯାତି ଏକ୍ସପ୍ରେସ.

]]>
5722
ଗୁରୁବାରଠାରୁ ପ୍ରବଳ ବର୍ଷା https://jajatiexpress.com/odisha/low-pressure-will-turn-into-rainfall-over-west-central-bay-of-bengal/ Wed, 15 Nov 2023 08:29:33 +0000 https://jajatiexpress.com/?p=5540 ଅବପାତର ରୂପ ନେଲା ଲଘୁଚାପ ! ଆଜି ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଲଘୁଚାପ । ଗୁରୁବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ବୋଲି […]

The post ଗୁରୁବାରଠାରୁ ପ୍ରବଳ ବର୍ଷା first appeared on ଯଯାତି ଏକ୍ସପ୍ରେସ.

]]>
5540
ପୁଣି ରାଜ୍ୟରେ ବର୍ଷା https://jajatiexpress.com/%e0%ac%aa%e0%ac%be%e0%ac%a3%e0%ac%bf%e0%ac%aa%e0%ac%be%e0%ac%97/low-pressure-area-is-likely-to-form-over-southeast-bay-of-bengal-during-next-2-day/ Tue, 14 Nov 2023 13:36:23 +0000 https://jajatiexpress.com/?p=5516 ସୃଷ୍ଟି ହେଲା ଲଘୁଚାପ, ୧୫ରୁ ରାଜ୍ୟରେ ପୁଣି ବର୍ଷା ଲଘୁଚାପର ରୂପ ନେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ […]

The post ପୁଣି ରାଜ୍ୟରେ ବର୍ଷା first appeared on ଯଯାତି ଏକ୍ସପ୍ରେସ.

]]>
5516
୨୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା https://jajatiexpress.com/odisha/countinue-hot-and-humid-weather-in-odisha/ Fri, 13 Oct 2023 10:34:57 +0000 https://jajatiexpress.com/?p=4830 ଅସହ୍ୟ ତାତିରେ ଲାଗିବନି ବ୍ରେକ୍, ଦଶହରାରେ ହେବ ବର୍ଷା ଆହୁରି ସପ୍ତାହେ ଯାଏଁ ଗରମ ଓ ଗୁଳୁଗୁଳିରୁ ନାହିଁ ନିସ୍ତାର । ସାତ ଦିନ ଯାଏଁ ଅନୁଭୂତ ହେବ ଅସହ୍ୟ ତାତି । ୧୯ […]

The post ୨୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା first appeared on ଯଯାତି ଏକ୍ସପ୍ରେସ.

]]>
4830
ମୌସୁମୀ ଯିବା ପରେ ବି ବର୍ଷାରୁ ନାହିଁ ନିସ୍ତାର https://jajatiexpress.com/odisha/yellow-warnning-for-7-district-of-odisha/ Wed, 04 Oct 2023 12:26:55 +0000 https://jajatiexpress.com/?p=4595 କାଲି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର […]

The post ମୌସୁମୀ ଯିବା ପରେ ବି ବର୍ଷାରୁ ନାହିଁ ନିସ୍ତାର first appeared on ଯଯାତି ଏକ୍ସପ୍ରେସ.

]]>
4595
କମ୍ ବର୍ଷିଲା, ବେଶି ଗର୍ଜିଲା https://jajatiexpress.com/country/rainy-monsoon-in-six-years-has-departed-had-to-face-humidity-and-heat-during-the-rains/ Mon, 02 Oct 2023 10:28:56 +0000 https://jajatiexpress.com/?p=4529 ଫେରିଗଲା ମୌସୁମୀ, ପୁଣି ଆରବର୍ଷକୁ ଅପେକ୍ଷା ସେପ୍ଟେମ୍ବର ସରିଲା । ଆଉ ତା ସହ ପୁରା ଦେଶରୁ ବିଦାୟ ନେଲା ମୌସୁମୀ । ସାମାନ୍ୟ ବର୍ଷା, ପ୍ରବଳ ଆଦ୍ରତା ଏବଂ ଅଧିକ ହାରାହାରି ତାପମାତ୍ରା […]

The post କମ୍ ବର୍ଷିଲା, ବେଶି ଗର୍ଜିଲା first appeared on ଯଯାତି ଏକ୍ସପ୍ରେସ.

]]>
4529
ଫେରିଯିବ ମୌସୁମୀ https://jajatiexpress.com/odisha/yellow-warnnig-for-18-district-of-odisha/ Tue, 26 Sep 2023 16:08:34 +0000 https://jajatiexpress.com/?p=4363 ୧୮ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

The post ଫେରିଯିବ ମୌସୁମୀ first appeared on ଯଯାତି ଏକ୍ସପ୍ରେସ.

]]>
4363
୨୯ରୁ ପୁଣି ଲଘୁଚାପ https://jajatiexpress.com/odisha/lowpressure-in-andaman-heavy-rain-warnning-in-odisha/ Sat, 23 Sep 2023 12:07:43 +0000 https://jajatiexpress.com/?p=4273 ଅକ୍ଟୋବର ପହିଲାରେ ଲଘୁଚାପ, ପ୍ରବଳ ବର୍ଷିବ ୨୯ରେ ଘୂର୍ଣ୍ଣିବଳୟ, ଅକ୍ଟୋବର ପହିଲାରେ ଲଘୁଚାପ । ୨୯ ତାରିଖ ସମୟରେ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । […]

The post ୨୯ରୁ ପୁଣି ଲଘୁଚାପ first appeared on ଯଯାତି ଏକ୍ସପ୍ରେସ.

]]>
4273
ଗଣେଶ ପୂଜାରେ ଭିଜିଲା ସାରା ଓଡ଼ିଶା https://jajatiexpress.com/odisha/heavy-rain-alert-in-odisha/ Tue, 19 Sep 2023 12:11:51 +0000 https://jajatiexpress.com/?p=4131 ତିନି ଦିନ ଲଗାତାର ବର୍ଷିବ ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି […]

The post ଗଣେଶ ପୂଜାରେ ଭିଜିଲା ସାରା ଓଡ଼ିଶା first appeared on ଯଯାତି ଏକ୍ସପ୍ରେସ.

]]>
4131
ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ https://jajatiexpress.com/odisha/heavy-rains-might-be-dampen-ganesh-puja-in-odisha/ Mon, 18 Sep 2023 10:43:17 +0000 https://jajatiexpress.com/?p=4084 ଧୋଇ ହୋଇଯିବ ଗଣେଶ ପୂଜା, ୧୨ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଯାହା କି ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ […]

The post ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ first appeared on ଯଯାତି ଏକ୍ସପ୍ରେସ.

]]>
4084