ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କଲେ ସରକାର

୩ରୁ ୬ତାରିଖ ପର୍ଯ୍ୟନ୍ତ କୃଷି ଅଧିକାରୀଙ୍କ ଛୁଟି ବାତିଲ ବାତ୍ୟା ପ୍ରଭାବରେ ଓଡିଶାରେ ହେବାକୁଥିବା ସମ୍ଭାବ୍ୟ ବର୍ଷା ପାଇଁ ଛୁଟି ବାତିଲ କରିଛନ୍ତି ସରକାର । ୫ଜିଲ୍ଲାର କୃଷି ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି […]

୪୮ ଘଣ୍ଟା ମଧ୍ୟରେ ବାତ୍ୟା ସମ୍ଭାବନା

ଶୁକ୍ରବାରଠୁ ରାଜ୍ୟରେ ବର୍ଷା ! ବଙ୍ଗୋପସାଗରରେ ବାତ୍ୟା ଭୟ । ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହେଲା ଲଘୁଚାପ । ଏହା ଆହୁରି ଅଧିକ ଘନୀଭୂତ ହୋଇ ଗୁରୁବାର ସୁଦ୍ଧା ଅବପାତର ରୂପ ନେବ […]

ଗୁରୁବାରଠାରୁ ପ୍ରବଳ ବର୍ଷା

ଅବପାତର ରୂପ ନେଲା ଲଘୁଚାପ ! ଆଜି ଘନୀଭୂତ ହୋଇ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଅବପାତରେ ପରିଣତ ହେବ ଲଘୁଚାପ । ଗୁରୁବାର ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେବ ବୋଲି […]

ପୁଣି ରାଜ୍ୟରେ ବର୍ଷା

ସୃଷ୍ଟି ହେଲା ଲଘୁଚାପ, ୧୫ରୁ ରାଜ୍ୟରେ ପୁଣି ବର୍ଷା ଲଘୁଚାପର ରୂପ ନେଲା ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ । ଏହି ଲଘୁଚାପ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ […]

୨୦ ତାରିଖ ବେଳକୁ ଘୂର୍ଣ୍ଣିବଳୟ ସମ୍ଭାବନା

ଅସହ୍ୟ ତାତିରେ ଲାଗିବନି ବ୍ରେକ୍, ଦଶହରାରେ ହେବ ବର୍ଷା ଆହୁରି ସପ୍ତାହେ ଯାଏଁ ଗରମ ଓ ଗୁଳୁଗୁଳିରୁ ନାହିଁ ନିସ୍ତାର । ସାତ ଦିନ ଯାଏଁ ଅନୁଭୂତ ହେବ ଅସହ୍ୟ ତାତି । ୧୯ […]

ମୌସୁମୀ ଯିବା ପରେ ବି ବର୍ଷାରୁ ନାହିଁ ନିସ୍ତାର

କାଲି ୭ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ଦକ୍ଷିଣ-ପୂର୍ବ ଝାଡ଼ଖଣ୍ଡ ଓ ଏହାର ଆଖପାଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଏବେ ଗାଙ୍ଗେୟ ଉପତ୍ୟକା ପଶ୍ଚିମବଙ୍ଗର ପଶ୍ଚିମ ଭାଗ ଏବଂ ସଂଲଗ୍ନ ଝାଡ଼ଖଣ୍ଡର […]

କମ୍ ବର୍ଷିଲା, ବେଶି ଗର୍ଜିଲା

ଫେରିଗଲା ମୌସୁମୀ, ପୁଣି ଆରବର୍ଷକୁ ଅପେକ୍ଷା ସେପ୍ଟେମ୍ବର ସରିଲା । ଆଉ ତା ସହ ପୁରା ଦେଶରୁ ବିଦାୟ ନେଲା ମୌସୁମୀ । ସାମାନ୍ୟ ବର୍ଷା, ପ୍ରବଳ ଆଦ୍ରତା ଏବଂ ଅଧିକ ହାରାହାରି ତାପମାତ୍ରା […]

ଫେରିଯିବ ମୌସୁମୀ

୧୮ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ଆସନ୍ତା ୨୪ ଘଣ୍ଟା ମଧ୍ୟରେ ୧୮ଟି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ କାଳବୈଶାଖୀ ଜନିତ ଝଡ଼ବର୍ଷା ସହ ବଜ୍ରପାତର ସମ୍ଭାବନା । ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର […]

୨୯ରୁ ପୁଣି ଲଘୁଚାପ

ଅକ୍ଟୋବର ପହିଲାରେ ଲଘୁଚାପ, ପ୍ରବଳ ବର୍ଷିବ ୨୯ରେ ଘୂର୍ଣ୍ଣିବଳୟ, ଅକ୍ଟୋବର ପହିଲାରେ ଲଘୁଚାପ । ୨୯ ତାରିଖ ସମୟରେ ଉତ୍ତର ଆଣ୍ଡାମାନସାଗର ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟିର ସମ୍ଭାବନା ରହିଛି । […]

ଗଣେଶ ପୂଜାରେ ଭିଜିଲା ସାରା ଓଡ଼ିଶା

ତିନି ଦିନ ଲଗାତାର ବର୍ଷିବ ତୁହାକୁ ତୁହା ବର୍ଷାରେ ଭିଜୁଛି ଓଡ଼ିଶା । ଘୂର୍ଣ୍ଣିବଳୟ ପ୍ରଭାବରେ ଜାରି ରହିଛି ବର୍ଷା । ଓଡିଶାର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମଧରଣର ବର୍ଷା ନେଇ ପୂର୍ବାନୁମାନ କରିଛି […]

ପୁଣି ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ

ଧୋଇ ହୋଇଯିବ ଗଣେଶ ପୂଜା, ୧୨ ଜିଲ୍ଲାରେ ଝଡ଼ବର୍ଷା ସମ୍ଭାବନା ଉତ୍ତର-ପୂର୍ବ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ । ଯାହା କି ସମୁଦ୍ର ପତ୍ତନଠାରୁ ୫.୮ କିଲୋମିଟର ଉଚ୍ଚତା ପର୍ଯ୍ୟନ୍ତ […]