ଆଜିଠୁ ବଡ ବର୍ଷା !

୧୯ତାରିଖ ଯାଏଁ ବର୍ଷାରୁ ନିସ୍ତାର ନାହିଁ ! ଧୀରେଧୀରେ ବଦଲୁଛି ପାଣିପାଗ । ରାଜ୍ୟରେ ସକ୍ରିୟ ହେଉଛି ଲଘୁଚାପ । ଆଗାମୀ ୧୨ଘଣ୍ଟା ମଧ୍ୟରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର । ଉତ୍ତର-ପୂର୍ବ ତଥା […]

ଉତ୍ତରାଖଣ୍ଡରେ ବେହାଲ କରୁଛି ବନ୍ୟା !

ପୁଣି ଉତ୍ତରାଖଣ୍ଡରେ ବନ୍ୟା ବିଭୀଷିକା, ଆତଙ୍କିତ ଲୋକେ ! ପୁଣି ଉତ୍ତରାଖଣ୍ଡରେ ଦାଉ ସାଧୁଛି ବର୍ଷା। ପୁଣି ଲଗାଣ ବର୍ଷା ସୃଷ୍ଟି କରିଛି ବନ୍ୟା ସ୍ଥିତି। ପ୍ରବଳ ବର୍ଷା ଯୋଗୁଁ ବେହାଲ ହୋଇପଡ଼ିଛି ଉତ୍ତରାଖଣ୍ଡ। […]

ଆଗକୁ ବଢିବ ବର୍ଷା !

୧୦ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି ପ୍ରବଳ ବର୍ଷାରେ ବେହାଲ ସାରା ଓଡ଼ିଶା । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହେବା ପରେ ବର୍ଷାର ପ୍ରଭାବ ଅଧିକ ହୋଇଛି । […]

ବଙ୍ଗୋପସାଗରରେ ଅବପାତର ରୂପ ନେଲା ଲଘୁଚାପ

ବେହାଲ କରୁଛି ଲଗାଣ ବର୍ଷା ବେହାଲ କରୁଛି ଲଗାଣ ବର୍ଷା । ଅବିରତ ବର୍ଷା ଜନଜୀବନକୁ ପୁରା ଅସ୍ତବ୍ୟସ୍ତ କରିସାରିଲାଣି। ରାଜ୍ୟରେ ଲଘୁଚାପର ପ୍ରଭାବ ଜାରି ରହିଥିବା କାରଣରୁ ପ୍ରବଳ ବୃଷ୍ଟିପାତ ଦେଖିବାକୁ ମିଳିଛି […]

ଛେଚିଲା ବର୍ଷା, ବୁଡିଲା ରାଜଧାନୀ !

ଓଃ କି ବର୍ଷା ! ପୁରା ବୁଡେଇଦେଲା… ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ବର। ଦିନ ତମାମ ବର୍ଷା ପୁରା ରାଜଧାନୀର ସ୍ଥିତିକୁ ସଙ୍ଗୀନ କରିଛି । କଳ୍ପନାର ରାଜମହଲ ବାଣୀବିହାରରୁ ଇସ୍କନ ସମେତ […]

ଆଗକୁ ପ୍ରବଳ ବର୍ଷା

ଲଘୁଚାପ ଜନିତ ବର୍ଷାରେ ଭିଜୁଛି ସାରା ଓଡ଼ିଶା । ଏହି ବର୍ଷା ଆଗାମୀ ଦିନରେ ବଢିବ ବୋଲି ପାଣିପାଗ ବିଭାଗ ଅନୁମାନ କରିଛି । ତେବେ ଆଗାମୀ ୫ ଦିନ ପର୍ଯ୍ୟନ୍ତ ବର୍ଷାରୁ ନିସ୍ତାର […]

ସକ୍ରିୟ ଲଘୁଚାପ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ରାଜ୍ୟରେ ସକ୍ରିୟ ରହିଛି ଲଘୁଚାପ ଜନିତ ବର୍ଷା । ପାଗ ମେଘୁଆ ରହିବା ସହ ବିଭିନ୍ନ ଥାନାରେ ବର୍ଷା ଜାରିରହିଥିବା ଦେଖିବାକୁ ମିଳିଛି । ସେପଟେ ଆଗକୁ ଆଉ ଏକ ଲଘୁଚାପ ଆସୁଥିବାରୁ ଆସନ୍ତା […]

ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ

ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଉତ୍ତର ଆନ୍ଧ୍ରପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ସକ୍ରିୟ ରହିଛି ଲଘୁଚାପ । ପ୍ରଭାବରେ ସାରା ରାଜ୍ୟରେ ତୁହାକୁ ତୁହା ବର୍ଷା ଲାଗି ରହିଛି । ବିଶେଷ […]

ଓଡ଼ିଶାକୁ ବୁଡାଇବ ବର୍ଷା !

ରାଜ୍ୟରେ ଜାରି ରହିଛି ଲଘୁଚାପ ଜନିତ ବର୍ଷା । ଲଘୁଚାପ ସକ୍ରିୟ ଥିବା ଯୋଗୁଁ ଆସନ୍ତା ୩୦ତାରିଖ ଯାଏଁ ବର୍ଷାରୁ ନିସ୍ତାର ନାହିଁ। ବିଶେଷ କରି ଦକ୍ଷିଣ ଏବଂ ଉତ୍ତର ଓଡ଼ିଶାର ଆଭ୍ୟନ୍ତରୀଣ ଇଲାକାରେ […]

୪ଦିନ ଯାଏଁ ବର୍ଷାରୁ ନିସ୍ତାର ନାହିଁ !

ସକ୍ରିୟ ହେଉଛି ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର । ତେଣୁ ବଢିବ ବର୍ଷାର ପରିମାଣ । ଆହୁରି ୪ଦିନ ପ୍ରବଳ ବର୍ଷିବା ନେଇ ସୂଚନା ଦେଇଛି ପାଣିପାଗ ବିଭାଗ । ତେବେ ଗତ […]