ଫୁଲୁଛି ହୀରାକୁଦ ଜଳଭଣ୍ଡାରର ଜଳସ୍ତର । ଯେଉଁଥିପାଇଁ ପୁଣି ଖୋଲିଛି ହୀରାକୁଦ ଜଲଭଣ୍ଡାର ଆଉ୪ ଟି ଗେଟ । ଗତକାଲି ହୀରାକୁଦ ଜଲଭଣ୍ଡାର ୮ ଟି ଗେଟ ଖୋଲି ବନ୍ୟାଜଳ ନିଷ୍କାସନ କରିଥିଲା । […]