ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା, ବିଧାୟକଙ୍କୁ ବିରୋଧ

ପ୍ରଦୀପଙ୍କ ଗସ୍ତ ପାଇଁ ବଦଳିଲା କି 5-T ସଚିବଙ୍କ ଗସ୍ତସୂଚୀ ବ୍ରହ୍ମପୁର ରାସ୍ତାରେ ହାଇଡ୍ରାମା। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ବ୍ରହ୍ମପୁର ଲାଞ୍ଜିପଲ୍ଲୀ ଛକରେ ଅଟକାଇ ଆକ୍ରମଣ ପାଇଁ ଉଦ୍ୟମ । ସ୍ଥାନୀୟ ଯୁବ […]

ଛେଚିଲା ବର୍ଷା, ବୁଡିଲା ରାଜଧାନୀ !

ଓଃ କି ବର୍ଷା ! ପୁରା ବୁଡେଇଦେଲା… ଲଗାଣ ବର୍ଷାରେ ବେହାଲ ରାଜଧାନୀ ଭୁବନେଶ୍ବର। ଦିନ ତମାମ ବର୍ଷା ପୁରା ରାଜଧାନୀର ସ୍ଥିତିକୁ ସଙ୍ଗୀନ କରିଛି । କଳ୍ପନାର ରାଜମହଲ ବାଣୀବିହାରରୁ ଇସ୍କନ ସମେତ […]

କେନ୍ଦ୍ରାପଡାରେ କୁମ୍ଭୀର ଆତଙ୍କ !

କେନ୍ଦ୍ରାପଡାରେ ଆତଙ୍କ ଖେଳାଇଛି କୁମ୍ଭୀର । ଶୌଚ ହେବାକୁ ଯାଇଥିବାବେଳେ ଟାଣିନେଲା କୁମ୍ଭୀର । ପଟ୍ଟାମୁଣ୍ଡାଇ କୁଳସାହି ଗାଁ ବ୍ରାହ୍ମଣୀ ନଦୀ ନିକଟରେ ଏପରି ଅଘଟଣ ଏଖିବାକୁ ମିଳିଛି । ଗତକାଲିଠୁ ନିଖୋଜ ଅଛନ୍ତି […]

ନବୀନଙ୍କ ନାଁରେ ନୂଆ ରେକର୍ଡ

ରେକର୍ଡ ଭାଙ୍ଗିଲେ ନବୀନ । ନବୀନଙ୍କ ନାଁରେ ଆଜି ଲେଖା ହୋଇଛି ନୂଆ ରେକର୍ଡ । ଦେଶର ଦ୍ବିତୀୟ ଦୀର୍ଘତମ ଅବଧିର ମୁଖ୍ୟମନ୍ତ୍ରୀ ହେଲେ ନବୀନ ପଟ୍ଟନାୟକ । ଜ୍ୟୋତି ବସୁଙ୍କୁ ପଛରେ ପକାଇ […]

ତପ୍ତପାଣି ଘାଟିରେ ୧୫ ଫୁଟ୍‌ ତଳକୁ ଖସିଲା ବାଇକ୍

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ବାଇକ ଆରୋହୀଙ୍କ ମୃତ୍ୟୁ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ପାଟପୁର ଥାନା ତପ୍ତପାଣି ଘାଟିରେ । ଭାରସାମ୍ୟ ହରାଇ ଲୁହା ବାରିକେଟକୁ ଧକ୍କା ଦେଇ ୧୫ ଫୁଟ୍‌ […]

‘ନିମ୍ନମାନର କାମ ଯୋଗୁଁ ଭୁଶୁଡିଲା ବ୍ରିଜ’

ହଠାତ ଭୁଶୁଡି ପଡିଲା ବ୍ରିଜ । ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ରସୁଲପୁର ନିକଟରେ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ। ରସୁଲପୁର ନିକଟରେ ଥିବା ପୋଲଟି ଭୁଶୁଡ଼ି ପଡ଼ିଛି। ବ୍ରିଜର ଗୋଟିଏ […]

ବୌଦ୍ଧ ପୋଲିସକୁ ବଡ଼ ସଫଳତା

ଲୁଟିଥିଲେ ଏବେ ଧରା ପଡିଲେ । ଅନଲାଇନକୁ ମାଧ୍ୟମ କରି ଲୁଟିନେଇଥିଲେ ୪୩ ଲକ୍ଷ ଟଙ୍କା । ଆଉ ପୋଲିସ ଆଖିରେ ଧୁଳି ଦେଇ ରଚିଥିଲେ ବଡ ଷଡଯନ୍ତ୍ର , ହେଲେ ଚୋର ଡାଳେ […]

ବଦଳିଲା ପାଗ , ବୁଡାଇଲା ବର୍ଷା !

ଗତ ୨୪ଘଣ୍ଟା ଭିତରେ ବଦଳିଛି ରାଜ୍ୟର ପାଣିପାଗ। ଅଜିଠୁ ପ୍ରବଳ ବର୍ଷା । ସକାଳୁ ବର୍ଷାର ପ୍ରଭାବ ଟ୍ଵିନସିଟି କଟକ ଭୁବନେଶ୍ବରରେ ଦେଖିବାକୁ ମିଳିଛି । ଏହା ସମେତ ଉପକୂଳ ଓଡ଼ିଶା ତଥା ପାର୍ଶ୍ଵବର୍ତ୍ତୀ […]

ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ଦଧିନଉତି

ରାଜଧାନୀ ସ୍ଥିତ ଶିବାଳୟରେ ଅଘଟଣ। ପ୍ରଚଣ୍ଡ ଘଡ଼ଘଡ଼ି ଓ ବିଜୁଳି ଶବ୍ଦରେ ଖସିପଡିଲା ରାମେଶ୍ଵର ମନ୍ଦିରର ଦଧିନଉତି । ପ୍ରାୟ ୬୦ଫୁଟ୍ ତଳକୁ ଖସି ପଡିଛି ଏହି ଦଧିନଉତି । ଆଜି ହେଉଥିବା ବର୍ଷା […]

ହାଣ୍ଡିଶାଳେ ଏବେ ନିଆଁ ଲାଗିଛି !

ହାଣ୍ଡିଶାଳେ ଏବେ ନିଆଁ ଲାଗିଛି । ବେଲଗାମ ହୋଇଛି ବଜାର ଦର , ଯାହା ଏବେ ଖାଉଟିଙ୍କ ପକେଟକୁ ବଡ ବାଧୁଛି । ପରିବାଠୁ ଆରମ୍ଭ କରି ତେଜରାତି ସାମଗ୍ରୀ ସଭିଙ୍କ ଦର ଏବେ […]

ବାହାନଗା ଟ୍ରେନ ଟ୍ରାଜେଡି, ଅଭିଯୁକ୍ତଙ୍କ ହୋଇଛି ସ୍ୱାସ୍ଥ୍ୟ ପରୀକ୍ଷା

ଦିନକୁ ଦିନ ତ୍ୱରାନ୍ୱିତ ହେଉଛି ବାହାନଗା ଟ୍ରେନ ଟ୍ରାଜେଡିରେ ସିବିଆଇର କାର୍ଯ୍ୟପନ୍ଥା । ଗିରଫ ୩ ଜଣ ରେଳ କର୍ମଚାରୀଙ୍କୁ ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇଛି ସିବିଆଇ । ଏବଂ ଅଭିଯୁକ୍ତଙ୍କ ହୋଇଛି […]