ଏଣିକି ୭,୪୦୦ ନୁହେଁ ୧୫,୦୦୦ ଟଙ୍କା ପାଇବେ ଉର୍ଦ୍ଦୁ ଶିକ୍ଷକ ରାଜ୍ୟର ଉଚ୍ଚ ପ୍ରାଥମିକ ଓ ମଧ୍ୟ ଇଂରାଜୀ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ […]