ଦେଶ ଟ୍ରକ୍ ରେ ଏସି କ୍ୟାବିନ୍ ବାଧ୍ୟତାମୂଳକ Editor June 20, 2023 0 ଟ୍ରକ୍ ଚାଳକଙ୍କ ପାଇଁ ଖୁସି ଖବର । ଏବେ ଆଉ ଖରାରେ ସିଝି କିମ୍ବା ଝାଳରେ ଚଳାଇବାକୁ ପଡିବନି ଗାଡି । ୨୦୨୫ରୁ ସମସ୍ତ ଟ୍ରକର କ୍ୟାବିନ୍ ଶୀତତାପ ନିୟନ୍ତ୍ରିତ ହେବା ବାଧ୍ୟତାମୂଳକ । […]