ଢେଙ୍କାନାଳ କଂଟାବଣିଆ ସ୍ଥିତ ଟାଟାଷ୍ଟିଲରେ ଅଘଟଣ । ଷ୍ଟିମ୍ ପାଇପ ଫାଟି ୧୯ ଶ୍ରମିକ ଗୁରୁତର ହୋଇଛନ୍ତି । ଷ୍ଟିମ ପାଇପ ଫାଟି ଏଥିରୁ ବାହାରୁଥିବା ଗରମ ପାଣିରେ ପୋଡି ହୋଇ ଶ୍ରମିକ ମାନେ […]