ବାଲେଶ୍ୱର ମାଟିରୁ ବିଜେପିକୁ ଖଡଗେଙ୍କ ଟାର୍ଗେଟ

ବିଜେପି ସମ୍ବିଧାନ ପାଇଁ ବିପଦ: ଖଡଗେ ବାଲେଶ୍ୱରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପ୍ରଚାର । ବାଲେଶ୍ୱର ମାଟିରୁ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ । ସେ କହିଛନ୍ତି, ଲୋକ ପଚାରୁଛନ୍ତି ବିଜେପିକୁ ଆମେ […]

ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଖଡଗେଙ୍କ ଟାର୍ଗେଟ

୨୪ ବର୍ଷର ଶାସନରେ କ’ଣ ବିକାଶ ହୋଇଛି: ଖଡଗେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ । ଓଡ଼ିଶାର ଭଲ ପାଇଁ ଉଭୟ ବିଜେପି-ବିଜେଡି ମିଳିତ ଭାବେ […]

ବିରୋଧୀଙ୍କୁ ନବୀନଙ୍କ ପ୍ରଶ୍ନ

କୁଆଡେ ଗଲା ଅଛେ ଦିନ୍?: ମୁଖ୍ୟମନ୍ତ୍ରୀ ସମ୍ବଲପୁର ଲୋକସଭା କ୍ଷେତ୍ରରେ ମାରାଥନ ପ୍ରଚାର ଜାରି ରଖିଛନ୍ତି ନବୀନ ପଟ୍ଟନାୟକ । ଦେବଗଡ ପରେ ଏବେ ଛେଣ୍ଡିପଦାରେ ମୁଖ୍ୟମନ୍ତ୍ରୀ ପ୍ରଚାର କରିଛନ୍ତି । ଆଉ ଦଳୀୟ […]

ରତ୍ନଭଣ୍ଡାର ପ୍ରସଙ୍ଗ ଉଠାଇ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା

‘ଚାବି ହଜିବାଠାରୁ ଡୁପ୍ଲିକେଟ ଚାବି, ଅଧିକ ଗମ୍ଭୀର ବିଷୟ’ ଏଥର ଅଧିକ ଆଗ୍ରେସିଭ୍‌ ମୁଡ୍‌ରେ ମୋଦି । ଫୁଲବାଣୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜୋରଦାର ଭାଷଣ । ମହାପ୍ରଭୁ ଜଗନ୍ନାଥ ଓ ରତ୍ନଭଣ୍ଡାର କଥା […]

‘ଏଥର ଓଡ଼ିଶାର ମାହୋଲ ବଦଳୁଥିବାର ଦେଖୁଛି’

‘୨୧ରୁ ୨୧ ଆସନରେ ଜିତିବ ବିଜେପି’ ରାୟଗଡାରେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ । ଜନସଭାକୁ ସମ୍ବୋଧିତ କରି ରାଜନାଥ କହିଛନ୍ତି,  ଏଥର ଓଡ଼ିଶାର ମାହୋଲ ବଦଳୁଥିବାର […]

‘ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି’

ମୁଖ୍ୟମନ୍ତ୍ରୀ ଛିଡ଼ା ହୋଇଥିବା ଆସନ ଦାଦନର ଦ୍ୱିତୀୟ ପେଣ୍ଠସ୍ଥଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦମ୍ଭୋକ୍ତି, ଓଡ଼ିଶାରେ ୨୧ରୁ ୨୧ ଲୋକସଭା ଆସନ ଜିତିବ ବିଜେପି । କାରଣ ଓଡ଼ିଶାରେ ଏବେ ପ୍ରଧାନମନ୍ତ୍ରୀ ମୋଦି ସବୁଠୁ […]

କଂଗ୍ରେସକୁ ଅମିତ ଶାହଙ୍କ ନିଶାନା

‘ଫେକ ଭିଡିଓ ଭାଇରାଲ କରୁଛି କଂଗ୍ରେସ’ ଫେକ ଭିଡିଓକୁ ନେଇ କଂଗ୍ରେସ ଟାର୍ଗେଟ କଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ୪୦୦ ଆସନ ପାର କରି ସରକାର କଲେ ସଂରକ୍ଷଣ ବନ୍ଦ କରିବ […]

ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ଜେପି ନଡ୍ଡା

ଏ ସରକାର ବଦଳିବା ଦରକାର: ନଡ୍ଡା ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ଲୋକ ବଞ୍ଚିତ ରହିଛନ୍ତି। ଏଭଳି ସରକାର ରହିବା ଅନୁଚିତ, ସରକାର ବଦଳିବା ଦରକାର। […]

ବିଜେପିର ୪୦୦ ପାର୍ ନାରାକୁ ରାହୁଲଙ୍କ ଟାର୍ଗେଟ

‘ମ୍ୟାଚ୍ ଫିକ୍ସିଂ’ ହୋଇଛି: ରାହୁଲ ଗାନ୍ଧୀ ବିଜେପିର ୪୦୦ ପାର୍ ନାରାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ। ମ୍ୟାଚ୍ ଫିକ୍ସିଂ ବିନା ଦଳର ‘୪୦୦ ପାର୍ ନାରା ସମ୍ଭବ ନୁହେଁ’ ବୋଲି […]

ବେଲପାହାଡ଼ରୁ ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀଙ୍କୁ ସିଧା ନିଶାନା

ନରେନ୍ଦ୍ର ମୋଦି ଓବିସି ବର୍ଗର ନୁହନ୍ତି: ରାହୁଲ ଗାନ୍ଧି ଝାରସୁଗୁଡ଼ା ବେଲପାହାଡ଼ରୁ ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀଙ୍କୁ ସିଧା ନିଶାନା । ନରେନ୍ଦ୍ର ମୋଦି ଓବିସି ବର୍ଗର ନୁହନ୍ତି, ସେ ଜେନେରାଲ କାଷ୍ଟରେ ଜନ୍ମଗ୍ରହଣ କରିଥିଲେ […]