ବିଦେଶ ଧ୍ବଂସ ହୋଇଗଲା ବ୍ରିଜ୍, କ୍ରିମିଆକୁ ସପ୍ଲାଏ ରୁଟ୍ ବନ୍ଦ Editor June 23, 2023 0 ୟୁକ୍ରେନ ଓ କ୍ରିମିଆକୁ ଯୋଡୁଥିବା ବ୍ରିଜକୁ ଧ୍ବଂସ କଲା ୟୁକ୍ରେନ । ବ୍ରିଟେନଠୁ ଆସିଥିବା ମିସାଇଲ ଜରିଆରେ ପୋଲକୁ ୟୁକ୍ରେନ ଧ୍ବଂସ କରିଛି ବୋଲି କହିଛି ଋଷ । ମିସାଇଲ ମାଡରେ ଦୁଇଟି ସମାନ୍ତରାଳ […]