ଅଭିଯୋଗ ରଦ୍ଦ କରିବାକୁ ହାଇକୋର୍ଟ ଗଲା ଏନଆଇଏ

୨ ଏନଆଇଏ ଅଧିକାରୀଙ୍କୁ ନୋଟିସ ପଶ୍ଚିମବଙ୍ଗରେ ଜାତୀୟ ଯାଂଚ ଏଜେନ୍ସି ଏନଆଇଏ ଟିମ ଉପରେ ହୋଇଥିବା ଆକ୍ରମଣ ମାମଲାରେ କୋଲକାତା ପୋଲିସ ଜେରା କରିବାକୁ ୨ ଜଣ ଏନଆଇଏ ଅଧିକାରୀଙ୍କୁ ନୋଟିସ କରିଛି । […]

ପୁଣି ଇଡି ସମନକୁ ଆଡେଇ ଗଲେ ଟିଏମସି ପ୍ରାର୍ଥୀ ମହୁଆ ମୋଇତ୍ରା

ଇଡି ସମନ ଅପେକ୍ଷା ପ୍ରଚାରକୁ ପ୍ରାଥମିକତା: ମହୁଆ ମୋଇତ୍ରା ବୈଦେଶିକ ମୁଦ୍ରା ପରିଚାଳନା ଆଇନ ବା ଫେମା ଉଲ୍ଲଂଘନ ମାମଲା । ଇଡି ସମନକୁ ଏଡାଇଲେ ଟିଏମସି ନେତ୍ରୀ ମହୁଆ ମୌତ୍ର । ଗୁରୁବାର […]

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡିର ସପ୍ତମ ସମନ

କେଜ୍ରିଓ୍ୱାଲଙ୍କୁ ସପ୍ତମ ସମନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ସପ୍ତମ ସମନ ପଠାଇଛି ଇଡି । ଆସନ୍ତା ଫେବ୍ରୁଆରୀ ୨୬ରେ ହାଜର ହେବାକୁ ସମନରେ କୁହାଯାଇଛି। ପୂର୍ବରୁ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଇଡି ୬ଥର ସମନ […]

ଷଷ୍ଠ ସମନ ସତ୍ତ୍ବେ ହାଜର ହେଲେନି କେଜ୍ରିୱାଲ

ହାଜର ହେଲେନି ଅରବିନ୍ଦ କେଜ୍ରିୱାଲ ଇଡିର ଷଷ୍ଠ ସମନ ସତ୍ତ୍ବେ ଇଡିରେ ହାଜର ହେଲେନି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ହାଜର ହେବାକୁ କେଜ୍ରିୱାଲଙ୍କୁ ଷଷ୍ଠ […]

ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅଙ୍କୁ ଇଡି ସମନ

ପ୍ରଫୁଲ୍ଲ ସାମଲଙ୍କୁ ଇଡି ସମନ ବଢ଼ିଲା ବିଜେଡି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଅଡୁଆ। ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ ଓ ତାଙ୍କ ପୁଅ ପ୍ରୟାସକାନ୍ତି ସାମଲଙ୍କୁ ସମନ କରିଛି ଇଡି। […]

ପୁଣି ବଢ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ଅଡ଼ୁଆ

ଚତୁର୍ଥ ଥର ପାଇଁ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କେଜ୍ରିୱାଲଙ୍କୁ ପୁଣି ଇଡି ସମନ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଉ ଥରେ ସମନ କରିଛି ପ୍ରବର୍ତନ ନିର୍ଦ୍ଦେଶାଳୟ […]