ସ୍ବଦେଶୀ ଜ୍ଞାନକୌଶଳରେ ତିଆରି ହେବ ୧୨ଟି ଲଢୁଆ ବିମାନ ବଢିବ ଭାରତୀୟ ବାୟୁସେନାର ଶକ୍ତି । ପ୍ରତିରକ୍ଷା ମନ୍ତ୍ରଣାଳୟ ଭାରତୀୟ ବାୟୁସେନା ପାଇଁ ସ୍ୱଦେଶୀ ବିମାନ ସୁ-ଥାର୍ଟି ଏମ.କେ.ଆଇ କିଣିବା ପ୍ରସ୍ତାବକୁ ଅନୁମୋଦନ ଦେଇଛି […]