ମୁଜାଫରନଗର ଷ୍ଟେସନ୍‌ ନିକଟରେ ଦିଲ୍ଲୀ-ଡେରାଡୁନ୍‌ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ଟେକାମାଡ଼ । ଟ୍ରେନ୍‌ ମୁଜାଫରନଗର ଷ୍ଟେସନ୍‌ରେ ପହଞ୍ଚୁଥିବା ବେଳେ ‘କୋଚ୍‌ ଇ-୧’ର ସିଟ୍‌ ନମ୍ବର ୧୩-୧୪ ଉପରେ ଆକ୍ରମଣ କରାଯାଇଥିଲା । ଏହି […]