ବ୍ୟାସନଗରରେ ହେଉଛି ଆନ୍ଦୋଳନ; ସମାଧାନର ବାଟ ଫିଟୁଛି ରାଜଧାନୀରେ କୋରାଇ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ୟାସନଗର ପୋୖରାଞ୍ଚଳର ନାଗରିକ କମିଟି ଦ୍ବାରା ଗଠିତ ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତିନିଧି ଦଳ ରାଜଧାନୀ ଭୁବନେଶ୍ବରରେ ପହଞ୍ଚି […]