୫ ଓ୍ବିକେଟରେ ଭାରତଠୁ ହାରିଲା କଙ୍ଗାରୁ ବାହିନୀ

ଅଷ୍ଟ୍ରେଲିଆକୁ ହରାଇଲା ଟିମ୍ ଇଣ୍ଡିଆ ମୋହାଲିର ପଂଜାବ କ୍ରିକେଟ ଆସୋସିଏସ ଷ୍ଟାଡିୟମଠାରେ ଖେଳାଯାଇଥିବା ପ୍ରଥମ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇ ଜିତିଲା ଭାରତ । କଙ୍ଗାରୁ ବାହିନୀକୁ ୫ ଓ୍ବିକେଟରେ ହରାଇଛି ଟିମ୍ ଇଣ୍ଡିଆ । […]

ମ୍ୟାଚ୍ ଜିତିଲେ ଆଇସିସି ବର୍ଷା କରିବ ଟଙ୍କା

ଟିମ୍ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା ଆଇସିସି ପକ୍ଷରୁ ଘୋଷଣା ହେଲା ପୁରସ୍କାର ରାଶି । ଆଗାମୀ ଏକଦିବସୀୟ କ୍ରିକେଟ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆ ପାଇଁ ପୁରସ୍କାର ରାଶି ଘୋଷଣା ହୋଇଛି […]

ଏସିଆ କପ୍ ରେ ଭାରତର ଜଲଓ୍ବା

୮ମ ଥର ପାଇଁ ଏସିଆ କପ୍ ଚାମ୍ପିଆନ୍ ଟିମ୍ ଇଣ୍ଡିଆ ଶ୍ରୀଲଙ୍କାକୁ ଶୋଚନୀୟ ଭାବେ ୧୦ ଓ୍ବିକେଟରେ ହରାଇ ୮ମ ଥର ପାଇଁ ଏସିଆ କପ୍ ଚାମ୍ପିୟନ ହେଲା ଟିମ୍ ଇଣ୍ଡିଆ । ଶ୍ରୀଲଙ୍କା […]

୫୦ ରନରେ ଚିତପଟାଙ୍ଗ୍ ଶ୍ରୀଲଙ୍କା

ଶ୍ରୀଲଙ୍କାର ବ୍ୟାଟିଂ ବିପର୍ଯ୍ୟୟ, ଇଣ୍ଡିଆ ଆଗରେ ଭଲ ସୁଯୋଗ କଲମ୍ବୋର ଆର.ପ୍ରେମଦାସା ଷ୍ଟାଡିୟମଠାରେ ଚାଲିଥିବା ଏସିଆ କପ ଫାଇନାଲରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିବାକୁ ପଡିଛି ଶ୍ରୀଲଙ୍କା ଟିମ୍ କୁ । ପ୍ରଥମେ ବ୍ୟାଟିଂ […]

ଏସିଆ କପ୍ ମୁକାବିଲାରେ ଭାରତର ବିଜୟ ଧାରାରେ ରୋକ୍

ଶେଷ ମୁହୂର୍ତ୍ତରେ ୬ ରନରେ ଜିତିଗଲା ବାଂଲାଦେଶ ହାରିଲା ଭାରତ କିନ୍ତୁ ହୃଦୟ କିଣିନେଲେ ଗିଲ୍ । ଭାରତ-ବାଂଲାଦେଶ ଏସିଆ କପ ମୁକାବିଲାରେ ଭାରତର ବିଜୟ ଧାରାରେ ଲାଗିଲା ରୋକ୍ । ବାଂଲାଦେଶଠାରୁ ପରାଜିତ ହୋଇଛି […]

ମ୍ୟାଚ୍ ରେ ପ୍ରତିବନ୍ଧକ ସାଜିପାରେ ବର୍ଷା

ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା ଏସିଆ କପ୍ ସୁପର ୪ ରାଉଣ୍ଡରେ ଆଜି ଶ୍ରୀଲଙ୍କା-ପାକିସ୍ତାନ ମୁକାବିଲା । ବିଜୟୀ ଦଳ ଫାଇନାଲରେ ପ୍ରବେଶ କରିବ । ପୂର୍ବରୁ ଫାଇନାଲରେ ସ୍ଥାନ ପକ୍କା କରି ସାରିଛି ଟିମ୍ ଇଣ୍ଡିଆ । […]

ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡ୍ ଘୋଷଣା

ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ଟିମ୍ ଇଣ୍ଡିଆ ବିଶ୍ବ କପ୍ ପାଇଁ ଟିମ୍ ଇଣ୍ଡିଆର ୧୫ ଜଣିଆ ସ୍କ୍ବାଡ ଘୋଷଣା କଲା ବିସିସିଆଇ । ରୋହିତ ଶର୍ମାଙ୍କ ନେତୃତ୍ବରେ ପଡିଆକୁ ଓହ୍ଲାଇବ ମେନ […]

ଜାଣନ୍ତୁ କାହିଁକି ମ୍ୟାଚ୍ ଅଧା ଛାଡି ଭାରତ ଫେରିଥିଲେ ବୁମରା

ମ୍ୟାଚ୍ ଅଧାରୁ ଛାଡି ଆସିବାରୁ ଟ୍ରୋଲ୍ ହେଉଛନ୍ତି ବୁମରା ସୋସିଆଲ ମିଡିଆରେ କ୍ରିକେଟର ବୁମରା ହେଉଛନ୍ତି ଟ୍ରୋଲ । ଏସିଆ କପ୍ ମୁକାବିଲାରେ ମାତ୍ର ମ୍ୟାଚ୍ ଆରମ୍ଭର କିଛି ଘଣ୍ଟା ପୂର୍ବରୁ ଭାରତ ଫେରିଆସିଛନ୍ତି ଷ୍ଟାର୍ ପେସର୍ […]

ସୁନା ପୁଅ ନୀରଜଙ୍କ କମାଲ

ପୁଣି ଇତିହାସ ରଚିଲେ ନୀରଜ, ପରାଜୟ ସତ୍ତ୍ବେ ମନ ଜିଣିଲେ କିଶୋର ପୁଣିଥରେ ବିଶ୍ବ ଦୌଡ଼କୁଦ ପ୍ରତିଯୋଗିତାରେ ସ୍ବର୍ଣ୍ଣ ଜିତି ଇତିହାସ ରଚିଲେ ଭାରତର ଜାଭଲିନ୍‌ ବୟ ନିରଜ ଚୋପ୍ରା । ବିଶ୍ବ ଦୌଡ଼କୁଦ […]

୨ୟ ଟି-୨୦: ଆୟର୍ଲାଣ୍ଡକୁ ହରାଇଲା ଭାରତ

ଆୟର୍ଲାଣ୍ଡକୁ ୩୩ ରନରେ ହରାଇଲା ଭାରତ ଆୟର୍ଲାଣ୍ଡର ଡବଲିନଠାରେ ଖେଳାଯାଉଥିବା ୨ୟ ଟି-୨୦ରେ ଆୟର୍ଲାଣ୍ଡକୁ ରନରେ ହରାଇଦେଇଛି ଭାରତ । ଆୟର୍ଲାଣ୍ଡ ଆଗରେ ଭାରତ ୧୮୬ ରନର ଲକ୍ଷ୍ୟ ରଖିଥିବାବେଳେ ଆୟର୍ଲାଣ୍ଡ ନିର୍ଦ୍ଧାରିତ ୨୦ […]

ମାଲେସିଆକୁ ହରାଇ ଭାରତ ଚାମ୍ପିଅନ

ଭାରତ ଜିତିଲା ଏସିଆ ଚାମ୍ପିଅନ୍ସ ଟ୍ରଫି ଭାରତ ଏସିଆ ଚାମ୍ପିଅନ୍ସ ଟ୍ରଫି ଚାମ୍ପିଅନ ହୋଇଛି । ଶନିବାର ଖେଳାଯାଇଥିବା ରୋମାଞ୍ଚକର ଫାଇନାଲ ମ୍ୟାଚରେ ଭାରତ ୪-୩ରେ ମାଲେସିଆକୁ ପରାସ୍ତ କରି ଚାମ୍ପିଅନ ହୋଇଛି । […]