୨୦.୫୦ କୋଟି ଟଙ୍କାରେ ବିକ୍ରୀ ହେଲେ ପାଟ୍ କମିନ୍ସ

ଇତିହାସ ରଚିଲା IPL ନିଲାମୀ, ପାଟ୍ କମିନ୍ସ ସବୁଠୁ ଦାମୀ ଆଇପିଏଲ ଇତିହାସରେ ସବୁଠୁ ମହଙ୍ଗା ଖେଳାଳି ହେଲେ ପାଟ୍ କମିନ୍ସ । ପାଟ୍ କମିନ୍ସଙ୍କୁ ୨୦.୫୦ କୋଟି ଟଙ୍କାରେ କିଣିଲା ସନ ରାଇଜର୍ସ […]

ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ଭାରତ

ବିରାଟଙ୍କ ବିରାଟ ରେକର୍ଡ ଟିମ ଇଣ୍ଡିଆର ଦମଦାର ପ୍ରଦର୍ଶନ । ନ୍ୟୁଜିଲାଣ୍ଡକୁ ହରାଇ ଫାଇନାଲରେ ପହଞ୍ଚିଲା ଟିମ୍ ଇଣ୍ଡିଆ । ଚଳିତ ବିଶ୍ବକପରେ ଅପରାଜେୟ ରହିବା ସହ ଫାଇନାଲରେ ପ୍ରବେଶ କରିଛି ଭାରତ । […]

ଟିମ୍ ଇଣ୍ଡିଆର ଦୀପାବଳି ଭେଟି

ଟିମ୍ ଇଣ୍ଡିଆର ଦମଦାର୍ ବିଜୟ ଲିଗ୍ ପର୍ଯ୍ୟାୟରେ ଜିତିଲା ଭାରତ । ଟିମ୍‌ ଇଣ୍ଡିଆ ନେଦରଲାଣ୍ଡ ବିପକ୍ଷରେ ୧୬୦ ରନରେ ବିଜୟ ହାସଲ କରି କୋଟି କୋଟି ଭାରତୀୟମାନଙ୍କୁ ଦୀପାବଳି ଉପହାର ଦେଇଛି । […]

ଜନ୍ମଦିନରେ କୋହଲିଙ୍କ ଧମାକା

ବର୍ଥ ଡେ’ରେ ସଚିନଙ୍କ ରେକର୍ଡ ସମକକ୍ଷ ହଲେ କୋହଲି କ୍ରିକେଟର ବିରାଟ କୋହଲି ସ୍ଥାପନ କଲେ ନୂଆ ରେକର୍ଡ । କ୍ରିକେଟର ଗଡ ଫାଦର କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଲେ କୋହଲି । […]

ପାରା ଅଲମ୍ପିକରେ କମାଲ କଲେ ଓଡିଆ ପୁଅ

ସୁନା ଜିତିଲେ ଓଡ଼ିଆ ପୁଅ ସୌନ୍ଦର୍ଯ୍ୟ ସୋନ୍ଦର୍ଯ୍ୟ କୁମାର ପ୍ରଧାନ ପୁଣିଥରେ ଓଡ଼ିଶାକୁ ଗର୍ବିତ କରିଛନ୍ତି । ଉତ୍ତର ମାକେଡୋନିଆର ଓହ୍ରିଡରେ ଦୃଷ୍ଟିହୀନଙ୍କ ପାଇଁ ଆୟୋଜିତ ଆଇବିସିଏ ବିଶ୍ୱ ଦଳ ଚାମ୍ପିଅନସିପରେ ଦ୍ୱିତୀୟ ବୋର୍ଡରେ […]

ସୁସ୍ଥ ହେଉନାହାନ୍ତି ହାର୍ଦ୍ଦିକ୍ ପାଣ୍ଡ୍ୟା

ବିଶ୍ବକପ୍ ମ୍ୟାଚ୍ ରୁ ବାଦ୍ ପଡିବେ ପାଣ୍ଡ୍ୟା ! ଚିନ୍ତାରେ ଟିମ୍ ଇଣ୍ଡିଆ । ଅକ୍ଟୋବର ୨୯ରେ ଇଂଲଣ୍ଡ ଓ ନଭେମ୍ବର ୨ରେ ଶ୍ରୀଲଙ୍କା ବିପକ୍ଷରେ ଭାରତ ଖେଳିବାକୁ ଥିବା ଆଗାମୀ ବିଶ୍ୱକପ ମ୍ୟାଚରୁ […]

ଦିନିକିଆ ବିଶ୍ୱକପ୍ ୨୦୨୩: ଚିନ୍ତାରେ ଟିମ୍ ଇଣ୍ଡିଆ

ଇଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବ ଆହତ ନେଟରେ ଅଭ୍ୟାସ ସମୟରେ ସୂର୍ଯ୍ୟକୁମାର ଯାଦବ ଆହତ ହୋଇଛନ୍ତି । ଏହା ସହ ଈଶାନ କିଶନଙ୍କୁ ମହୁମାଛି କାମୁଡ଼ିବାରୁ ସେ ଆହତ ହୋଇଛନ୍ତି । ସେପଟେ […]

ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ଭାରତ

ପୁଣି ମ୍ୟାଚ୍ ଜିତିଲା ଭାରତ ପୁଣି ମ୍ୟାଚ୍ ଜିତିଲା ଭାରତ । ବିଶ୍ବକପରେ ବିଜୟଧାରା ଜାରି ରଖିଛି ଟିମ୍ ଇଣ୍ଡିଆ । ବାଂଲାଦେଶକୁ ୭ ଓ୍ବିକେଟରେ ହରାଇଲା ଭାରତ । ବିରାଟ କୋହଲିଙ୍କ ଅପରାଜିତ […]

ଆଇସିସି ରାଙ୍କିଂ ତାଲିକା ଘୋଷଣା

ବ୍ୟାଟିଂରେ ଶୁଭମନ ଗିଲ, ବୋଲିଂରେ ହାଜେଲ ହୁଡ୍ ଶୀର୍ଷରେ ପ୍ରକାଶ ପାଇଛି ଆଇସିସି ରାଙ୍କିଂ ତାଲିକା । ବ୍ୟାଟିଂ ଏବଂ ବୋଲିଂରେ ଟପ ଟେନ ମଧ୍ୟରେ ସ୍ଥାନ ପାଇଛନ୍ତି ଅନେକ ଭାରତୀୟ ଖେଳାଳି । […]

ପୁରୁଷ କ୍ରିକେଟରେ ସ୍ୱର୍ଣ୍ଣ

ଏସୀୟ କ୍ରୀଡାରେ ଭାରତ ପାଇଁ ପଦକ ବର୍ଷା ଏସୀୟ କ୍ରୀଡ଼ାରେ ଭାରତକୁ ମିଳୁଛି ଗୋଟିଏ ପରେ ଗୋଟିଏ ସଫଳତା । ଚାଇନାର ହାଙ୍ଗଜୋ ସହରରେ ଖେଳାଯାଉଥିବା ଏସୀୟ କ୍ରୀଡ଼ା ୨୦୨୩ର ପୁରୁଷ କ୍ରିକେଟ ଫାଇନାଲରେ […]

ଆଜିଠୁ କ୍ରିକେଟ ବିଶ୍ବକପ ମହାକୁମ୍ଭ

ଭାରତର ୧୦ ସହରରେ ୧୦ ଶକ୍ତିଶାଳୀ ଟିମ୍ ମଧ୍ୟରେ ହେବ ମହାସମର ଆଜିଠୁ କ୍ରିକେଟ ବିଶ୍ବକପ ମହାକୁମ୍ଭ । ଭାରତର ୧୦ ସହରରେ ହେବ ମହାସମର । ୧୦ ଶକ୍ତିଶାଳୀ ଟିମ୍ ପରସ୍ପରକୁ ଦେବେ ଟକ୍କର […]