ଉଛୁଳିଲା ତିସ୍ତା ନଦୀ, ଭାସିଗଲେ ୨୩ଯବାନ ! ବାଦଲଫଟା ବର୍ଷାରେ ବେହାଲ ହୋଇ ପଡିଛି ସିକିମ । ଏମିତିକି ସିକିମରେ ପ୍ରବାହିତ ତିସ୍ତା ନଦୀରେ ବନ୍ୟା ଆସିବା ଫଳରେ ଭାସିଯାଇଛନ୍ତି ୨୩ଜଣ ଯବାନ । […]