ଗିରଫ ଅଭିଯୁକ୍ତଙ୍କୁ କୋର୍ଟରେ ହତ୍ୟା ଉଦ୍ୟମ, ବିହାରର ସମସ୍ତିପୁରରେ ଥିବା ଗୋଟିଏ କୋର୍ଟ ଭିତରେ ଚାଲିଛି ଗୁଳି । ୪ ଜଣ ଦୁର୍ବୃତ୍ତ କୋର୍ଟ ଶୁଣାଣି ବେଳେ ଆଖିବୁଜା ଗୁଳି ମାଡ଼ କରିଛନ୍ତି । […]