ଓଡ଼ିଶା ଜିଲ୍ଲା ସାଳନ୍ଦୀରେ କାଉଡିଆ ନିଖୋଜ ଘଟଣା, ମିଳିଲା ମୃତଦେହ Jajati express Reporter August 8, 2023 0 ୨୨ ଘଣ୍ଟା ପରେ ଉଦ୍ଧାର ହେଲା ମୃତଦେହ ସାଳନ୍ଦୀରେ ଭାସିଯାଇ କଉଡିଆଙ୍କ ନିଖୋଜ ଘଟଣା, ଆଜି ମିଳିଲା ମୃତଦେହ। ଗତକାଲି ବୋଲବମ ଯାଇ ନଦୀରୁ ପାଣି ଉଠାଇବା ବେଳେ ନିଖୋଜ ଥିଲେ ଦୁଇ ଯୁବକ। […]