ରାଉରକେଲା ବାସୀଙ୍କୁ ଡରାଇଲାଣି ଡେଙ୍ଗୁ

ରାଉରକେଲାରେ ଡେଙ୍ଗୁ ଆତଙ୍କ, ୧୪ ରୋଗୀ ଚିହ୍ନଟ ରାଉରକେଲା ବାସୀଙ୍କୁ ଡରାଇଲାଣି ଡେଙ୍ଗୁ। ସେକ୍ଟର ୧୪ ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଲାଣି। ସରକାରୀ ମେଡ଼ିକାଲର ତଥ୍ୟ ଅନୁଯାୟୀ ଜାନୁଆରୀରୁ ଏପର୍ୟ୍ୟନ୍ତ ମୋଟ ୧୪ […]

ରାଉରକେଲା ବଢୁଛି ଅସ୍ୱାଭାବିକ ମୃତ୍ୟୁ ସଂଖ୍ୟା

୩୫ରୁ ୬ଜଣଙ୍କର ମୃତ୍ୟୁ ଅଂଶୁଘାତ ଜନିତ ରାଉରକେଲା ସହରରେ ବଢ଼ିବାରେ ଲାଗିଛି ଅସ୍ୱାଭାବିକ ମୃତ୍ୟୁ। ସ୍ଥିତି ଏପରି ହୋଇଛି ଯେ ଆଜି ଅସ୍ୱାଭାବିକ ମୃତ୍ୟୁସଂଖ୍ୟା ୩୫ରେ ପହଞ୍ଚି ଯାଇଛି। ଏମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା […]

‘ଓଡ଼ିଶାର ଶାସନ ଓଡ଼ିଆରେ ନା ତାମିଲରେ ଚାଲିବ’

‘୧୫ ଲୋକସଭା, ୭୫ ବିଧାନସଭା ଜିତିବୁ’ ବିଜେପି ଫୋକସ୍‌ରେ ଓଡ଼ିଶା। ପ୍ରଥମ ପର୍ୟ୍ୟାୟ ନିର୍ବାଚନ ସରିଥିବା ବେଳେ ଆଉ ଦିନ କେଇଟା ପରେ ଦ୍ୱିତୀୟ ପର୍ୟ୍ୟାୟ ମତଦାନ। ଏହାରି ଭିତରେ ବିଜେପିର ହେଭିୱେଟ୍ ନେତା […]

ଦଳୀୟ ଘୋଷଣା ପୂର୍ବରୁ ପ୍ରଚାର ବେଳେ ସଙ୍କେତ ଦେଲେ ସାଂସଦ ଜୁଏଲ ଓରାମ

ରାଉରକେଲାରୁ ଲଢ଼ିବେ ଦିଲ୍ଲୀପ ରାୟ: ଜୁଏଲ ଓରାମ ରାଉରକେଲା ବିଧାନସଭା ଆସନରୁ ନିର୍ବାଚନ ଲଢ଼ିବେ ଦିଲ୍ଲୀପ ରାୟ। ବିଜେପି ଟିକେଟରେ ସେ ଏଠାରୁ ହେବେ ପ୍ରାର୍ଥୀ। ଆଜି ଏଭଳି କିଛି ସୂଚନା ଦେଇଛନ୍ତି ସୁନ୍ଦରଗଡ଼ ସାଂସଦ […]

ଓଡ଼ିଶାରେ ED ର ବଡ଼ ଧରଣର ରେଡ୍

ଉଲିବୁରୁ ଖଣି ଦୁର୍ନୀତି ମାମଲା, ୧୫ଟି ସ୍ଥାନରେ ଇଡି ରେଡ ଉଲିବୁରୁ ଖଣି ଦୁର୍ନୀତି ମାମଲା। ଖଣି ଲିଜ ହୋଲ୍ଡର ଏବଂ ଅପରେଟରଙ୍କ ସମେତ ୧୫ଟି ସ୍ଥାନରେ ବଡ ଧରଣର ଚଢାଉ। ଓଡିଶା ଏବଂ […]

ବୀରମିତ୍ରପୁରରେ ରାହୁଲ ଗାନ୍ଧୀଙ୍କୁ ଜୋରଦାର ସ୍ୱାଗତ

ଓଡ଼ିଶାରେ ପହଞ୍ଚିଲେ ରାହୁଲ ଗାନ୍ଧୀ ଓଡ଼ିଶାରେ ପହଞ୍ଚିଛନ୍ତି ରାହୁଲ ଗାନ୍ଧୀ । ବୀରମିତ୍ରପୁରରେ ତାଙ୍କୁ ଜୋରଦାର ସ୍ୱାଗତ କରାଯାଇଛି । ଦଳୀୟ କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଛନ୍ତି । ଓଡ଼ିଶାରେ ରାହୁଲ ଗାନ୍ଧୀ […]

କାଲିଠୁ ରାଉରକେଲାରୁ କୋଲକାତାକୁ ସିଧାସଳଖ ବିମାନ

କାଲିଠୁ ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ କାଲିଠୁ ରାଉରକେଲାରୁ କୋଲକାତାକୁ ଉଡ଼ିବ ବିମାନ। ରାଉରକେଲାରୁ କୋଲକାତାକୁ ସିଧାସଳଖ ଆରମ୍ଭ ହେବ ବିମାନସେବା । ଆଲାଏନ୍ସ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯିବ। ସପ୍ତାହକୁ […]

ରାଉରକେଲାରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା

ହଇଜାରେ ଗଲାଣି ୧୩ ଜୀବନ ରାଉରକେଲାରେ ହଇଜା ଆକ୍ରାନ୍ତ ମୃତ୍ୟୁ ସଂଖ୍ୟା ୧୩ ବୋଲି ସୂଚନା ମିଳିଛି । ସରକାରୀ ଭାବେ ୬ ମୃତ୍ୟୁ କୁହାଯାଉଥିଲେ ବି ପ୍ରକୃତ ସଂଖ୍ୟା ୧୩ ବୋଲି ସୂଚନା […]

ରାଉରକେଲାରେ ଝାଡ଼ାବାନ୍ତି ସ୍ଥିତିର ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ

ଝାଡ଼ାବାନ୍ତି ଆତଙ୍କ, ସ୍ଥିତି ଅନୁଧ୍ୟାନ କରିବେ ମୁଖ୍ୟମନ୍ତ୍ରୀ ରାଉରକେଲାରେ ଝାଡାବାନ୍ତି ଆତଙ୍କ । ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସଂଧ୍ୟାରେ ବରିଷ୍ଠ ଅଧିକାରୀଙ୍କ ସହ କରିବେ ଆଲୋଚନା । ଝାଡାବାନ୍ତି […]

ରାଉରକେଲାରେ କାୟା ମେଲାଉଛି ଡାଇରିଆ

ଡାଇରିଆ ବ୍ୟାପିବା ନେଇ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା ରାଉରକେଲାରେ ବ୍ୟାପିଥିବା ଡାଇରିଆ ନେଇ ଜନ ସ୍ଵାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ରଙ୍କ ସୂଚନା । ସେ କହିଛନ୍ତି, ରାଉରକେଲାରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ବର୍ତ୍ତମାନ ସୁଦ୍ଧା […]

ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି

ଝାଡ଼ାବାନ୍ତିରେ ଗଲାଣି ୬ ଜୀବନ ରାଉରକେଲାରେ ବ୍ୟାପୁଛି ଝାଡ଼ାବାନ୍ତି। ଏବେ ସୁଦ୍ଧା ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୯୫ ଜଣ ଆକ୍ରାନ୍ତ ହୋଇଛନ୍ତି । ସେଥିରୁ ୩୪୩ ଜଣ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ […]