road show - ଯଯାତି ଏକ୍ସପ୍ରେସ https://jajatiexpress.com ପରିବର୍ତ୍ତନର ନୂଆ ସିପାହୀ Sun, 09 Jun 2024 15:50:13 +0000 en-US hourly 1 https://wordpress.org/?v=7.0.2 https://i0.wp.com/jajatiexpress.com/wp-content/uploads/2023/05/cropped-360x_360_FACEBOOK_DP_1-1.jpg?fit=32%2C32&ssl=1 road show - ଯଯାତି ଏକ୍ସପ୍ରେସ https://jajatiexpress.com 32 32 218458249 ଭୁବନେଶ୍ବରରେ ପୁଣି ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି https://jajatiexpress.com/odisha/pm-narendra-modi-to-hold-roadshow-in-bhubaneswar-on-june-12-news/ Sun, 09 Jun 2024 15:47:08 +0000 https://jajatiexpress.com/?p=10557 ଭୁବନେଶ୍ବରରେ ମୋଦିଙ୍କ ରୋଡ୍ ସୋ’ ଭୁବନେଶ୍ବରରେ ପୁଣି ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଜଧାନୀ ଦେଖିବ ମୋଦିଙ୍କ ବିଶାଳ ରୋଡ୍ ସୋ’। ୧୨ ତାରିଖରେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ […]

The post ଭୁବନେଶ୍ବରରେ ପୁଣି ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି first appeared on ଯଯାତି ଏକ୍ସପ୍ରେସ.

]]>
10557
ଉତ୍ତର ଭୁବନେଶ୍ୱରରେ ନବୀନଙ୍କ ରୋଡ୍ ଶୋ’ https://jajatiexpress.com/odisha/cm-naveen-patnaiks-roadshow-at-bhubaneswar/ Thu, 23 May 2024 01:05:48 +0000 https://jajatiexpress.com/?p=10178 ଆପଣ ମାନେ ଭଲ ଅଛନ୍ତି ତ ?- ମୁଖ୍ୟମନ୍ତ୍ରୀ ଉତ୍ତର ଭୁବନେଶ୍ୱରରେ ବୁଧବାର ରୋଡ୍ ଶୋ’ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୁବନେଶ୍ୱର ଉତ୍ତର ବିଧାନସଭା ସୁଶାନ୍ତ ରାଉତ ଓ ଲୋକସଭା ପ୍ରାର୍ଥୀ […]

The post ଉତ୍ତର ଭୁବନେଶ୍ୱରରେ ନବୀନଙ୍କ ରୋଡ୍ ଶୋ’ first appeared on ଯଯାତି ଏକ୍ସପ୍ରେସ.

]]>
10178
ବଡ଼ଦାଣ୍ଡରେ ମୋଦିଙ୍କ ରୋଡ ସୋ ‘ https://jajatiexpress.com/odisha/pm-modis-road-show-at-puri/ Mon, 20 May 2024 13:57:18 +0000 https://jajatiexpress.com/?p=10115 ପୁରୀରେ ମୋଦିଙ୍କ ରୋଡ ସୋ’, ଜନସମୁଦ୍ର ପାଲଟିଲା ବଡ଼ଦାଣ୍ଡ ପୁରୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଲେ ବିଶାଳ ରୋଡ୍ ସୋ। ଜନସମୁଦ୍ର ପାଲଟିଲା ବଡ଼ଦାଣ୍ଡ । ରୋଡ ସୋ ପୂର୍ବରୁ ଶ୍ରୀନ୍ଦିର ଯାଇ ମହାପ୍ରଭୁଙ୍କୁ […]

The post ବଡ଼ଦାଣ୍ଡରେ ମୋଦିଙ୍କ ରୋଡ ସୋ ‘ first appeared on ଯଯାତି ଏକ୍ସପ୍ରେସ.

]]>
10115
ବାଲେଶ୍ୱରରେ ବିଜେପିର ଶକ୍ତି ପ୍ରଦର୍ଶନ https://jajatiexpress.com/odisha/bjp-road-show-at-baleswar/ Sat, 18 May 2024 11:37:14 +0000 https://jajatiexpress.com/?p=10087 ବାଲେଶ୍ୱରରେ ବିଜେପିର ୫ ହେଭିୱେଟଙ୍କ ରୋଡ ସୋ’ ବାଲେଶ୍ୱରରେ ବିଜେପିର ବଡ଼ ରଣନୀତି । ରାଜ୍ୟ ବିଜେପିର ୫ ତୁଙ୍ଗ ନେତା ଏକାଠି ହୋଇ ଶହ ଶହ ସମର୍ଥକଙ୍କ ସହ କରିଛନ୍ତି ରୋଡ୍ ସୋ’ […]

The post ବାଲେଶ୍ୱରରେ ବିଜେପିର ଶକ୍ତି ପ୍ରଦର୍ଶନ first appeared on ଯଯାତି ଏକ୍ସପ୍ରେସ.

]]>
10087
୧୯ରେ ଆସିବେ ମୋଦି https://jajatiexpress.com/odisha/pm-narendra-modi-visit-odisha-on-may-19/ Fri, 17 May 2024 10:23:36 +0000 https://jajatiexpress.com/?p=10055 ୨୦ରେ ପୁରୀରେ ରୋଡ଼ ସୋ’ ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତ । ୧୯ ସନ୍ଧ୍ୟାରେ ପୁଣି ଥରେ ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିମାନବନ୍ଦରରୁ ବିଜେପି ପାର୍ଟି ଅଫିସକୁ ଯିବେ । […]

The post ୧୯ରେ ଆସିବେ ମୋଦି first appeared on ଯଯାତି ଏକ୍ସପ୍ରେସ.

]]>
10055
ଓଡ଼ିଶା ଆସିବେ ହେମା ମାଳିନୀ https://jajatiexpress.com/odisha/hema-malini-visit-odisha-on-17th-may/ Wed, 15 May 2024 13:22:31 +0000 https://jajatiexpress.com/?p=10019 ପିପିଲିରେ କରିବେ ରୋଡ୍ ସୋ’ ହେମାମାଳିନୀ ଓଡ଼ିଶାରେ ପ୍ରଚାର କରିବେ ବିଜେପି ସାଂସଦ ତଥା ବଲିଉଡ୍ ଅଭିନେତ୍ରୀ ହେମାମାଳିନୀ । ଆସନ୍ତା ୧୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ରାଜ୍ୟର ୩ଟି ସ୍ଥାନରେ କରିବେ […]

The post ଓଡ଼ିଶା ଆସିବେ ହେମା ମାଳିନୀ first appeared on ଯଯାତି ଏକ୍ସପ୍ରେସ.

]]>
10019
କାଲି ଓଡ଼ିଶା ଆସୁଛନ୍ତି ଅମିତ୍ ଶାହ https://jajatiexpress.com/odisha/amit-shah-hold-a-road-show-in-cuttack-on-15-may/ Tue, 14 May 2024 11:17:10 +0000 https://jajatiexpress.com/?p=9992 କଟକରେ ଶାହ କରିବେ ରୋଡ ଶୋ’ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ। ଦିନ ୧୨ଟା ୩୦ ମିନିଟରେ ଶାହା ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବେ। ବିମାନବନ୍ଦରରୁ ସ୍ୱତନ୍ତ୍ର ବିମାନ ଯୋଗେ ଅପରାହ୍ଣ […]

The post କାଲି ଓଡ଼ିଶା ଆସୁଛନ୍ତି ଅମିତ୍ ଶାହ first appeared on ଯଯାତି ଏକ୍ସପ୍ରେସ.

]]>
9992
ପୁଣି ଓଡ଼ିଶା ଆସୁଛନ୍ତି ମୋଦି https://jajatiexpress.com/odisha/modi-visit-to-odisha-on-may-20/ Sun, 12 May 2024 14:23:20 +0000 https://jajatiexpress.com/?p=9963 ୨୦ରେ ପୁରୀରେ ମୋଦିଙ୍କ ରୋଡ ଶୋ’ ପୁଣି ଆସୁଛନ୍ତି ବିଜେପିର ହେଭିୱେଟ୍ । ଆସନ୍ତା ସପ୍ତାହରେ ପୁଣି ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୁରୀରେ ୨୦ ତାରିଖ ସକାଳେ ରୋଡ୍‌ ସୋ’ କରିବେ […]

The post ପୁଣି ଓଡ଼ିଶା ଆସୁଛନ୍ତି ମୋଦି first appeared on ଯଯାତି ଏକ୍ସପ୍ରେସ.

]]>
9963
ମୋଦି ମୋଦି ନାରାରେ କମ୍ପିଲା ଜନପଥ https://jajatiexpress.com/odisha/pm-narendra-modis-mega-road-show-in-bhubaneswar/ Fri, 10 May 2024 23:22:21 +0000 https://jajatiexpress.com/?p=9914 ମୋଦିଙ୍କ ମେଗା ରୋଡ୍ ସୋ’, ଜନପଥରେ ଜନସମୁଦ୍ର ଜନପଥରେ ଜନସମୁଦ୍ର। ରାଜଧାନୀରେ ମୋଦି ଜୁଆର। ଜନପଥର ଦୁଇକଡ଼େ ଜମିଥିଲା ଜନତାଙ୍କ ଅସମ୍ଭବ ଗହଳି। ଲକ୍ଷାଧିକ ସଂଖ୍ୟାରେ ପିଲାଠୁ ବୟସ୍କ, ପୁରୁଷ ମହିଳା। ରାତି ୮ଟା […]

The post ମୋଦି ମୋଦି ନାରାରେ କମ୍ପିଲା ଜନପଥ first appeared on ଯଯାତି ଏକ୍ସପ୍ରେସ.

]]>
9914
୨ଟା ପରଠୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତା ସିଲ https://jajatiexpress.com/odisha/pm-narendra-modis-roadshow-in-bhubaneswar/ Fri, 10 May 2024 03:42:55 +0000 https://jajatiexpress.com/?p=9895 ଭୁବନେଶ୍ୱରରେ ମୋଦିଙ୍କ ମେଗା ରୋଡ ଶୋ’ ଆଜି ଭୁବନେଶ୍ୱରରେ ମେଗା ରୋଡ ଶୋ’ କରିବେ ପ୍ରଧାନମନ୍ତ୍ରୀ ମୋଦି। ରାଜ୍ୟ ବିଜେପି କାର୍ୟ୍ୟାଳୟରୁ ବାଣୀବିହାର ଯାଏଁ ହେବ ବିଶାଳ ରାଲି। ସାମିଲ ହେବେ ୨ ଲକ୍ଷରୁ […]

The post ୨ଟା ପରଠୁ ମାଷ୍ଟରକ୍ୟାଣ୍ଟିନରୁ ବାଣୀବିହାର ରାସ୍ତା ସିଲ first appeared on ଯଯାତି ଏକ୍ସପ୍ରେସ.

]]>
9895
ମୋଦିଙ୍କ ରୋଡ ସୋ’ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା https://jajatiexpress.com/odisha/special-security-arrangements-for-pm-modis-road-show-tomorrow/ Thu, 09 May 2024 13:47:57 +0000 https://jajatiexpress.com/?p=9872 ୨ଟାରୁ ମାଷ୍ଟର କ୍ୟାଂଣ୍ଟିନରୁ ବାଣୀବିହାର ଯାତାୟତ ବନ୍ଦ ଆସନ୍ତାକାଲି ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । କାଲି ସଂଧ୍ୟାରେ ଭୁବନେଶ୍ୱରରେ ରୋଡ୍ ସୋ’ କରିବେ ପ୍ରଧାନମନ୍ତ୍ରୀ । ରାତି […]

The post ମୋଦିଙ୍କ ରୋଡ ସୋ’ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା first appeared on ଯଯାତି ଏକ୍ସପ୍ରେସ.

]]>
9872