ଧନୀ ହେବା ନିଶାରେ ହାଇଜାକ୍ କରିଥିଲେ ଟମାଟୋ ଟ୍ରକ୍ କର୍ଣ୍ଣାଟକାର ବେଙ୍ଗାଲୁରୁରୁ ଟମାଟୋ ଟ୍ରକ ଲୁଟ୍ ଘଟଣାର ପର୍ଦ୍ଦାଫାସ । ଗୋଟିଏ ଦମ୍ପତି ଶୀଘ୍ର ଧନୀ ହେବା ନିଶାରେ ଟମାଟୋ ବୋଝେଇ ଟ୍ରକ୍‌କୁ ଚୋରି […]