ଗଜପତି ଜିଲ୍ଲା ହିକିରିକୁପାଠାରେ ସଡକ ଦୁର୍ଘଟଣା ! ରାସ୍ତା ତଳକୁ ଭାରସାମ୍ୟ ହରାଇ ଖସିଲା ଯାତ୍ରୀବାହୀ ବସ୍ । ଅଳ୍ପକେ ବର୍ତ୍ତିଲେ ୩୫ ଯାତ୍ରୀ । ଏଭଳି ସଡକ ଦୁର୍ଘଟଣା ଦେଖିବାକୁ ମିଳିଛି ଗଜପତି […]